ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇକ୍ ସହ ବାରହା ମୁହାଁ ମୁହିଁ: ସାମ୍ବାଦିକ ଦୁର୍ଘଟଣା ଶିକାର

ଢେଙ୍କାନାଳ: ସାମ୍ୱାଦିକ  ତପନ କୁମାର ସାହୁ ବାଇକ୍ ଦୁର୍ଘଟଣା ରେ ତାଙ୍କର ଗୋଡ଼ ଫ୍ୟାକ୍ଚର ହୋଇଛି ।ସୁଚନା ମୁତାବକ ଗତ ବୁଧବାର ବିଳମ୍ବିତ ରାତିରେ ଖବର ସଂଗ୍ରହ କରି ଘରକୁ ଫେରିବା ସମୟରେ ଓସ୍ତପାଳ ଛକ ନିକଟରେ ଏକ ଜଙ୍ଗଲି ବାରାହା ହଠାତ୍ ଆସି ତାଙ୍କ ବାଇକ୍ ସହିତ ମୁହାଁ ମୁହିଁ ହେବାରୁ ତଳେ ପଡି ଯାଇ ଥିଲେ ଯା ଦ୍ୱାରା ତାଙ୍କ ଗୋଡ଼ ରେ ଆଘାତ ଲାଗିଥିଲା ନିକଟସ୍ଥ ମେଡିକାଲ ରେ ଚିକିତ୍ସିତ ହେବା ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ,ଏବେ ସେଠାରୁ ଆସି ଘରେ ସାମାନ୍ୟ ସୁସ୍ଥତା ଅନୁଭବ କରିଛନ୍ତି ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ।

Related posts

ଦୁର୍ନୀତି ନିବାରଣ ସପ୍ତାହ ପାଳିତ

Sunil Chandra Nayak

ସି ବି ଏ ସି ଦଶମ ଶ୍ରେଣୀ ପରୀକ୍ଷାରେ ଢେଙ୍କାନାଳ ଜିଲ୍ଲାପାଇଁ ଗର୍ବ ଏବଂ ଗୌରବ ଏସ ପି ପୁଲକିତ ବାରିକ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମାଧୁର୍ଯ୍ୟମୟୀ କାଶତଣ୍ଡି 

Sunil Chandra Nayak

Leave a Comment

error: Content is protected !!