ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ମିନତୀ ମିଶ୍ର ଙ୍କ କବିତା ଜଣାଣ

ଜୟ ଜଗନ୍ନାଥ

ଜଣାଣ

 

କହିକି. ପାରିବ ପ୍ରଭୁ ତୁମେ

ଜୀବନ ରେ ଥରେ ଦେଖି ପାରିବି

ତୁମ ଘୋଷ ଯାତ୍ରା କେବେ

ଏମିତି ବନ୍ଧନେ ବାନ୍ଧି ଦେଇଅଛ

ଏତେ ପାଖରେ ଥାଇ ମୁଁ

ଯାଇପାରେନାହିଁ ଦେଖିପାରେ ନାହିଁ

କେମିତି ଦିଶୁଛ ରଥ ଉପରେ ସତେ

ଟି. ଭି. ଟିକିଏ ଦେଖି ଦେଇ

ମନକୁ ବୁଝାଇ ଦିଏ

ଯେଉଁ କର୍ମେ ମତେ କରିଛ ନିଯୁକ୍ତି

ଠିକ ଭାବେ

ତାକୁ ହିଁ ନିଭାଉ ଥାଏ

ଏହି ଆଶ୍ରିବାଦ ଦେଇ ଥାଅ ପ୍ରଭୁ

ତୁମରି ଧ୍ୟାନେ ଏ ମନ ଥାଉ

ଯେଉଁଠି ଥାଏ ତୁମ ଚକା ନୟନ

ମୋତେ ଦିଶୁଥାଉ l

ଶ୍ରୀମତୀ ମିନତୀ ମିଶ୍ର

ଦୋଳମଣ୍ଡପ ସାହି , ପୁରୀ

Related posts

ମହିଳା ମହାବିଦ୍ୟାଳୟ ରେ ଓଡ଼ିଆ ବିଭାଗ ର ସେମିନାର

Sunil Chandra Nayak

ମେଡିକାଲ ସିଟ୍‌ ଦେବା ନାଁରେ ୩୦ ଲକ୍ଷ ଠକେଇ, ଗିରଫ ହେଲେ ଠକ…

ସଂଯୁକ୍ତା ସାହୁ ଙ୍କ କବିତା ମନ ଏକ ଉଡନ୍ତା ପକ୍ଷୀ

Sunil Chandra Nayak

Leave a Comment

error: Content is protected !!