ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ: ବୃକ୍ଷ ହିଁ ଜୀବନ, ବିନା ଗଛରେ ସୃଷ୍ଟି ବଞ୍ଚିରହିବା ଅସମ୍ଭବ I ଆଜିର ପୃଥିବୀର ଉଷ୍ମତା କେବଳ ଜଙ୍ଗଲ ନଷ୍ଟ ହେଉଛି ମୁଖ୍ୟ କାରଣ, ତେଣୁ ପରିବେଶ ସୁରକ୍ଷା ପାଇଁ ଢେଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମଠ, ମନ୍ଦିର ଏବଂ ରାସ୍ତା ପାର୍ଶ୍ଵରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି I ଆଜି ସଙ୍ଘ ତରଫରୁ ପରଜଙ୍ଗ ବ୍ଲକ ଅନ୍ତର୍ଗତ କୁମୁସୀ ପଞ୍ଚାୟତର ଅଁଳାକଟା ପ୍ରାଥମିକ ବିଦ୍ୟାଳୟରେ ଆଜି ଢେଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା, ଏଥିରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ଗଛ ଆମର ଜୀବନ ଏବଂ ଜଙ୍ଗଲ ର ଉପକାରିତା ବିଷୟରେ ସଙ୍ଘ ସଭାପତି ଧବଳ ପ୍ରସାଦ ସାହୁ, ସଂଯୋଜକ ପ୍ରହ୍ଲାଦ ମୁଦୁଲି ଓ ପ୍ରଦୀପ ବିଶ୍ୱାଳ ବୁଝାଇଥିଲେ I

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରଞ୍ଜିତ କୁ ସାହୁ ଙ୍କ କବିତା ଆତ୍ମା ର ସୁଖ

ବଡଓଲମା ନଦୀଶଯ୍ୟା ବାଲୁକା ଖଣି ଉପରେ ଜନ ଶୁଣାଣି

Sunil Chandra Nayak

ନର୍ଲାବ୍ଲକ୍ ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ପୁଣି ଚର୍ଚ୍ଚାରେ ମହାନ୍ତି ଦମ୍ପତି, ଅଧ୍ୟକ୍ଷ ପଦବୀ ପାଇଁ  ଆସନ୍ତା କାଲି ହେବ ଭୋଟ୍

Sunil Chandra Nayak

Leave a Comment

error: Content is protected !!