ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୮୧ ତମ ଅନନ୍ୟା ଅଡିଓ ଆସରରେ ବାଲେଶ୍ଵର ସାମ୍ବାଦିକ ଓ ସାହିତ୍ଯିକ

ବାଲେଶ୍ଵର,୦୫/୭/୨୨- ସୁନ୍ଦର ମୋ ଭାଷା ସାହିତ୍ୟ ଜମ୍ଭରା କେନ୍ଦୁଝରର ୮୧ ତମ ଅନନ୍ୟା ଅଡିଓ କବିତା ଆସର ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଅନୁଷ୍ଠାନ ପ୍ରାଣପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସର କାର୍ଯ୍ୟକ୍ରମରେ ମିଳନୀ ସାହିତ୍ୟ ସଂସଦର ସଭାପତି ରସରାଜ ଦେବାଶିଷ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଆସୀନ ଥିବାବେଳେ ସୁସାମ୍ବାଦିକ ସୁସାହିତ୍ତୀକ ପ୍ରଭଞ୍ଜନ ତ୍ରିପାଠୀ ଓ ମାନବବାଦୀ ବ୍ୟକ୍ତିତ୍ୱ ଡ଼ଃ ନୀଳାଦ୍ରୀ ଜଗଦେଵ ସମ୍ମାନିତ ଅତିଥି ଆସନ ଅଳଙ୍କୃତ କରିଥିଲେ । ସୁନାମଧନ୍ୟ ଅନନ୍ୟା ପ୍ରତିଭା ପ୍ରଫୁଲ୍ଲ କୁମାର ହୋତା ଉଦ୍ଘାଟନ କରିଥିବା ବେଳେ ସୁଶ୍ରୀ ଆରାଧ୍ୟଙ୍କ ଶୁଭ ଶଙ୍ଖଧ୍ୱନି ଆସରକୁ ଆହ୍ୱାନ କରିଥିଲା । ଶ୍ରଦ୍ଧେୟ ଗୀତିକାର ଅଂଶୁମାନଙ୍କ ଆଧ୍ୟାତ୍ମିକ ପରିଚାଳନାରେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଣ୍ଠଶିଳ୍ପୀ ପ୍ରତାପ କିଶୋର ରାଉତଙ୍କ ଭକ୍ତି ଭଜନର ତାଳେ ତାଳେ ଅଙ୍କିତା ପ୍ରିୟଦର୍ଶିନୀ, ଅଙ୍କିତା ଦାଶ, ମାନସୀ ପାତ୍ର ଆଦି କଣ୍ଠଶିଳ୍ପୀ ମାନେ ଜଗନ୍ନାଥଙ୍କୁ ହୃଦୟରୁ ଭକ୍ତି ଅର୍ଘ୍ୟ ଭଜନ ମାଧ୍ୟମରେ ଅର୍ପଣ କରିଥିଲେ । ସମ୍ପାଦକ ଶ୍ରୀ ସେନାପତିଙ୍କ ସଂଯୋଜନାରେ ପରିଚାଳିତ ଆସରରେ ସୁ କଣ୍ଠଶିଳ୍ପୀ ମାନସୀ ବେହୁରା, ଶକୁନ୍ତଳା ମିଶ୍ର, ତୃପ୍ତିରାଣୀ ପାତ୍ର ସମେତ ୨୫ଜଣ ପ୍ରତିଭା ତାଙ୍କର ସୁନ୍ଦର ଛନ୍ଦ କବିତା ଓ ମୁକ୍ତ ଛନ୍ଦର ରସବୋଧ ଆବୃତ୍ତି କରିଥିଲେ । ମୁଖ୍ୟ ଅତିଥୀଙ୍କର ମାର୍ଗଦର୍ଶନ ପ୍ରେରଣାଦାୟକ ଥିଲା । ହାସ୍ୟମୟୀ ରାଜ, ସ୍ୱପ୍ନା ମହାନ୍ତି, ଉମାକାନ୍ତ ଦାସଙ୍କ ନିରୀକ୍ଷଣରେ ତଥା ସୁ ସାମ୍ବାଦିକ ସୁ ସାହିତ୍ୟିକ ନରେନ୍ଦ୍ର ପ୍ରସାଦ ବେହେରା ଓ ଧୀରେନ୍ଦ୍ର ମଲ୍ଲିକଙ୍କର ପର୍ଯ୍ୟବେକ୍ଷଣରେ ସମସ୍ତ ଅଡିଓ କବିତା ପରିବେଷଣ କରାଯାଇ ଜଗନ୍ନାଥଙ୍କ ପଦ ପଙ୍କଜରେ ସମର୍ପିତ କରାଗଲା ।ରାଥପଥର ଏହି କାର୍ଯ୍ୟକ୍ରମର ଅନୁଭୂତି ସଂଯୁକ୍ତା ସାହୁ କରିଥିବାବେଳେ ପ୍ରଫୁଲ୍ଲ କୁମାର ହୋତା ଧନ୍ୟବାଦ ଅର୍ପଣ ଓ ହାସ୍ୟମୟୀ ରାଜ ଅନୁଷ୍ଠାନ ବାର୍ତ୍ତା ସହ ଶାନ୍ତିପାଠ କରିଥିଲେ । ଏହି ଆସରରେ ଅନନ୍ୟାର ସମସ୍ତ ସଦସ୍ୟ ସଦସ୍ୟାଙ୍କର ସମ୍ପୃକ୍ତି ଓ ସାଗ୍ରହ ତ୍ୟାଗପୂତ କର୍ମପ୍ରବଣତା ପ୍ରକଟିତ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭାଲୁବସାରେ ଅତ୍ୟାଧୁନିକ  ଜେ କେ ଟାୟାର ସୋରୁମ ଉଦଘାଟିତ

ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟ ଠାରେ କାଉଚ୍ ଉଦଘାଟିତ 

Sunil Chandra Nayak

ନବରଙ୍ଗପୁର କଲେଜ ର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କୁ ନିମନ୍ତ୍ରଣ                          

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort