ଢେଙ୍କାନାଳ:ଆଜି ସକାଳ ପ୍ରାୟ ଏଗାରଟା ସମୟ ରେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ଦୈନନ୍ଦିନ ପରି ଆଜି ବ୍ଲକ୍ ଅଫିସ୍ ଯିବା ସମୟ ରେ ହିନ୍ଦୋଳ ତହସିଲ୍ ସାମ୍ନା ରେ ନଜର ରେ ଆସିଥିଲେ ଜଣେ ଅସହାୟ ବୃଦ୍ଧ ଯାହାଙ୍କ ନାମ ବିଭୂତି ରଥ ,ଘର ହିନ୍ଦୋଳ ଟାଉନ୍ ର ଅମଲା ପଡ଼ା । ସେ ଘୁଷୁରୀ ଘୁଷୁରୀ ଚାଲୁ ଥିବା ଦେଖି ସସ୍ମିତା ରାଣୀ ଙ୍କ ହୃଦୟ ତରଳି ଯାଇଥିଲା ।ତାଙ୍କ ଦୁଃଖ ସହି ନପାରି ସଙ୍ଗେ ସଙ୍ଗେ ତାଙ୍କୁ ଏକ wheel chair ପ୍ରଦାନ କରିଛନ୍ତି।ବ୍ଲକ୍ ଅଧ୍ୟକ୍ଷା ଙ୍କ ଏପରି ସମ୍ବେଦନଶିଳ ବଦାନ୍ୟତା ଜନ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଯାଇଛି।
ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ