ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ଉଦଘାଟିତ ହେଲା ଅଟଳ ଟିଙ୍କରୀଙ୍ଗ ଲେବ

ନୂଆପଡା ଜିଲ୍ଲା ଖଡ଼ିଆଳ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ଉଦଘାଟିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ କଲହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଜାଗ୍ରତ କରି ସାମର୍ଥ୍ୟ ଏବଂ ସକ୍ଷମ ବୈଜ୍ଞାନୀ ରୂପେ ଗଢ଼ି ତୋଳିବା ଏହି ଅଟଳ ତିଙ୍କରୀଙ୍ଗ ଲେବ ସହାୟକ ହେବ ବୋଲି ଉଦବୋଧନ ଦେଇଥିଲେ। ଏହାର ମୂଳ ଉଦ୍ଧେଶ୍ୟ ଯୁବ ଶିକ୍ଷିତ ସମାଜ ବୈଜ୍ଞାନ ଏବଂ ବୈଜ୍ଞାନିକ ଦେବାର ସୁଯୋଗ ସୃଷ୍ଟି କରିବ। ସଭାରେ ପରିଚାନଲା କମିଟି ସଭପତି ଡ଼ଃ.ଫନିନ୍ଦମ ଦେଓ ଅଧକ୍ଷତା କରିଥିବା ବେଳେ ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା, ଖରିଆର ରୋଡ଼ ନଗର ଅଧ୍ୟକ୍ଷା ସୋନିଆ ଗୋଲଡି ଅଗ୍ରୱାଲ, ପରିଚାଳନା କମିଟି ଉପସଭାପତି ବିନୋଦ କୁମାର ଅଗ୍ରୱାଲ, ସ୍କୁଲ ଅଧକ୍ଷ ଏଲ ଶ୍ରୀନିବାସ ଯୋଗ ଦେଇଥିଲେ। ପବ୍ଲିକ ସ୍କୁଲ ଉପଧ୍ୟକ୍ଷା ଦୀପ୍ତି ମେରି ଖମାରୀ, ପ୍ରଜ୍ଞା ପରମିତା ରାୟ ମଞ୍ଚ ପରିଚାଳନା କରିଥିଲେ। ଏହି ଉପଲକ୍ଷେ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଅଛି। କାର୍ଯ୍ୟକ୍ରମ ରେ ପରିଚାଳନା କମିଟିର ସୁନିଲ ପ୍ରଧାନ, ଅଧ୍ୟାପକ ଲୋହିତାକ୍ଷ ଯୋଶୀ, ଅର୍ଜୁନ ପ୍ରସାଦ ପଣ୍ଡା, କୈଳାସ ଅଗ୍ରୱାଲ, ବିଜୟ ନାଗ, ଆଇନ ଜୀବୀ ଦ୍ୱୟ ମନରଞ୍ଜନ ରାଉତ, ସୁବ୍ରତ ସେନାପତି, ଜ୍ୟୋତି ବନଯାରେ , ସାମ୍ବାଦିକ ତପନ ରଂଜନ ଦାଶ, ନରେଶ ତିୱାରୀ , ପ୍ରବୀଣ ପଟ୍ଟନାୟକ, ପ୍ରଣତି ପଣ୍ଡା, ମହେଶ ଗୁପ୍ତା, ମହମ୍ମଦ ଆଜା ଉଦ୍ଧିନ ଙ୍କ ସମେତ ଶିକ୍ଷକ, ଶିକ୍ଷୟତ୍ରୀ ସୁଜାତା ତ୍ରିପାଠୀ, କାନିଜ ଆସିୟ, ସାଳିନୀ ତ୍ରିବେଦୀ, ଟିଲୋତ୍ତମା ଭୋଇ, ସୂର୍ଯ୍ୟକାନ୍ତ ମେହେର, ପ୍ରୀତି ଚାନ୍ଦ ମିନ୍ଦ, ଶ୍ୟାମ ପଟେଲ, ଆଞ୍ଜୁପମା ଥନାପତି, ସେଫାଳି ଜାଲ, ଜୋସ୍ନା ପ୍ରଧାନ, ଲିନା ପାଣିଗ୍ରାହୀ, ନାଜିଆ ହୁସେନ, ପ୍ରିୟଙ୍କା ନାଥ, ଲଳିତ କୁମାର ବାରିକ,କ୍ଷୀରସିନ୍ଧୁ ଥପା, ସନ୍ତୋଷ କୁମାର ଡ଼ାଙ୍ଗୁଆ,ଶଶାଙ୍କ ପଣ୍ଡା, ଅଭିଷେକ ପଟ୍ଟନାୟକ, ନିଶାଙ୍କ ଭିକେ, ସଚିନ ସାହୁ ଙ୍କ ସମେତ ନନ ଟିଚିଙ୍ଗ ଷ୍ଟାଫ ହେମନ୍ତ କୁମାର କଟା, ଲଳିମା ବାରିକ, ସୌମ୍ୟ ରଂଜନ ହଂସ, ଭାସ୍କର ଗହୀର, ଚିନ୍ମୟ ଶବର, ସୁଭଦ୍ରା ଵନଛୋର, ମଞ୍ଜୁଲତା ରାଉତ, ଶାନ୍ତି ଧାରେ, ଭୁବନ କୁମାର ଯୋଗ ଦାନ କରି ସହଯୋଗ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଉରକେଲା – ଓଡ଼ିଆ ଭାଷା ବିକାଶ ମଞ୍ଚ ର ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସ ପାଳିତ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପାଷାଣ

ମମତା ସାହୁ ଙ୍କ କବିତା ପାର୍ବଣେ ନବ ଦୁର୍ଗା

Sunil Chandra Nayak

Leave a Comment

error: Content is protected !!