ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁମାଗଡ଼ ବାର୍ଷିକତ୍ସବ ଅନୁଷ୍ଠିତ: କାଲିର ବନ୍ଧନ କଳା ଚନ୍ଦନ ସାମାଜିକ ନାଟକ ମଞ୍ଚସ୍ଥ

ଫୁଲବାଣୀ-:   ବାର୍ଷିକତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମାଗଡ଼ ମାଁ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ରଥଯାତ୍ରା ଦିବସରେ ବାର୍ଷିକତ୍ସବ ଗୁରୁ ଶ୍ରୀ ବିମଳ ପାତ୍ର ଙ୍କର ପୌରହିତ୍ୟରେ ଜିଲ୍ଲା କଳାକାର ସଙ୍ଘ ପକ୍ଷରୁ ସାମାଜିକ ନାଟକ କାଲିର ବନ୍ଧନ କଳାଚନ୍ଦନ ପରିବେଷଣ କରିଥିଲେ। ଏହି ବାର୍ଷିକତ୍ସବ ର ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ପ୍ରତିନିଧି ତଥା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ନିଳାମ୍ବର କଁହର ଯୋଗ ଦେଇ କଳାକାର ମାନଙ୍କୁ ଉସ୍ଛହିତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସସ୍ମିତା କଁହର,ସରପଞ୍ଚ ପ୍ରତାପ କଁହର, ବ୍ଲକ ସଭାପତି ବାଳକୃଷ୍ଣ ସାହୁ,ପୂର୍ବତନ ସରପଞ୍ଚ ପ୍ରଶାନ୍ତ ମହାନ୍ତି, ସମାଜସେବୀ ଆଶିଷ ପଟ୍ଟନାୟକ,କଳା ଶିକ୍ଷକ ମହେଶ୍ୱର ସାହୁ,ସୁଧୀର କଁହର,ଆନନ୍ଦ କଁହର,ବିଜୟ କଁହର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠିତ ରଥଯାତ୍ରା ବର୍ଷିକତ୍ସବ କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିଥିବା ବେଳେ ଉତ୍ତର କାମନା କରି କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ଗୋପାଳପୁର ଅଙ୍ଗନବାଡି କେନ୍ଦ୍ରରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ

Sunil Chandra Nayak

ପୁଅର ଚିକତ୍ସା ପାଇଁ ମାଆ ତାର ପେନସନ କାର୍ଡ ରଖିଲେ ବନ୍ଧକ

Sunil Chandra Nayak

କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ

Leave a Comment

error: Content is protected !!