ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଶମ ଟପର ହେଲେ ପୂର୍ଣତ୍ରୟା ପଧାନ

କଲମପୁର -୭/୭(ମସିହା) ଆଜି ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳାଫଳ ରେ କଲମପୁର ବ୍ଲକର ଟପର ହେଉଛନ୍ତି ପୂର୍ଣତ୍ରୟା ପଧାନ ସେ ବିଜମରା ସ୍ୱାମୀ ବିବେକାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟୟନ କରି ଏହି ସଫଳତା ପାଇଛନ୍ତି । ସେ ୯୧;୮୩ ପ୍ରତିଶତ ରଖି ଅଞ୍ଚଳରେ ଟପର ହୋଇଥିବା ବେଳେ ସେ ଦୈନିକ ୧୮ଘଣ୍ଟା ପାଠ ପଡା ରେ ପରିଶ୍ରମ କରିଥିବା ପ୍ରକାଶ କରିଛନ୍ତି ତାଙ୍କ ମାଆ ବିଷ୍ଣୁପ୍ରିୟା ଓ ଶିକ୍ଷକ ପିତା ଦେବେନ୍ଦ୍ର ପଧାନ ଙ୍କ ଆଶୀର୍ବାଦ ଓ ଟିଉସନ ଶିକ୍ଷକ ହେମନ୍ତ ପାଣିଗ୍ରାହୀ ,ମହେନ୍ଦ୍ର ପଣ୍ଡା ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକଙ୍କ ପ୍ରଚେଷ୍ଟା ରେ ସେ ଏଭଳି କୃତକାର୍ଯ୍ୟ ହୋଇଥିବା ପ୍ରକାଶ କରିଥିବା ବେଳେ ଭାରତୀୟ ପ୍ରଶାସନିକ ସେବାରେ ନିୟୁଜିତ ହେବା ଲକ୍ଷ ରଖିଛନ୍ତି ପୂର୍ଣତ୍ରୟା ଙ୍କ ପ୍ରତି ଶିକ୍ଷାବିତ ଙ୍କ ମହଲରେ ସୁବେଛା ର ସହ ଛୁଟିବାରେ ଲାଗିଛି ।

ପରମାନନ୍ଦ ଠାକୁର , ମସିହା ପ୍ରତିନିଧି , କଲମପୁର କଳାହାଣ୍ଡି

Related posts

ଜନ କଲ୍ୟାଣ ସାମ୍ବାଦିକ ସଙ୍ଘ ବୈଠକ 

Sunil Chandra Nayak

ଓଡିଶା ସାମ୍ବାଦିକ ସଙ୍ଘର ୧୧ ତମ ବାର୍ଷିକ ଉତ୍ସବ

Sunil Chandra Nayak

ଗୋଲାମୁଣ୍ଡା ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Leave a Comment

error: Content is protected !!