ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଶମ ଟପର ହେଲେ ପୂର୍ଣତ୍ରୟା ପଧାନ

କଲମପୁର -୭/୭(ମସିହା) ଆଜି ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳାଫଳ ରେ କଲମପୁର ବ୍ଲକର ଟପର ହେଉଛନ୍ତି ପୂର୍ଣତ୍ରୟା ପଧାନ ସେ ବିଜମରା ସ୍ୱାମୀ ବିବେକାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟୟନ କରି ଏହି ସଫଳତା ପାଇଛନ୍ତି । ସେ ୯୧;୮୩ ପ୍ରତିଶତ ରଖି ଅଞ୍ଚଳରେ ଟପର ହୋଇଥିବା ବେଳେ ସେ ଦୈନିକ ୧୮ଘଣ୍ଟା ପାଠ ପଡା ରେ ପରିଶ୍ରମ କରିଥିବା ପ୍ରକାଶ କରିଛନ୍ତି ତାଙ୍କ ମାଆ ବିଷ୍ଣୁପ୍ରିୟା ଓ ଶିକ୍ଷକ ପିତା ଦେବେନ୍ଦ୍ର ପଧାନ ଙ୍କ ଆଶୀର୍ବାଦ ଓ ଟିଉସନ ଶିକ୍ଷକ ହେମନ୍ତ ପାଣିଗ୍ରାହୀ ,ମହେନ୍ଦ୍ର ପଣ୍ଡା ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକଙ୍କ ପ୍ରଚେଷ୍ଟା ରେ ସେ ଏଭଳି କୃତକାର୍ଯ୍ୟ ହୋଇଥିବା ପ୍ରକାଶ କରିଥିବା ବେଳେ ଭାରତୀୟ ପ୍ରଶାସନିକ ସେବାରେ ନିୟୁଜିତ ହେବା ଲକ୍ଷ ରଖିଛନ୍ତି ପୂର୍ଣତ୍ରୟା ଙ୍କ ପ୍ରତି ଶିକ୍ଷାବିତ ଙ୍କ ମହଲରେ ସୁବେଛା ର ସହ ଛୁଟିବାରେ ଲାଗିଛି ।

ପରମାନନ୍ଦ ଠାକୁର , ମସିହା ପ୍ରତିନିଧି , କଲମପୁର କଳାହାଣ୍ଡି

Related posts

ଭାରା ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳି ଦାବୀ ରେ ବେହେରା କେଜିବିଭି ରେ ତାଲା ବନ୍ଦ ଆନ୍ଦୋଳନ

Sunil Chandra Nayak

କାଉଡୋଳା ଛକରେ ସରକାରୀ ବସ, ଟ୍ରଲର ଓ ମିନିଟ୍ରକ ମଧ୍ୟରେ ଦୁର୍ଘଟଣା, ୨ ଗୁରୁତର

Sunil Chandra Nayak

ରାଇଘର ବ୍ଲକ ରେ ନୂତନ ବିଡ଼ିଓ ଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!