ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଓ କେଂପ ଠାବ

ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଭଇଁସାଦାନୀ ପଞ୍ଚାୟତ ର ପlଟଧରା ଜଙ୍ଗଲ ଠାରେ ଯବାନ ଙ୍କ କୁମ୍ବୀ ଅପରେସନ ସମୟରେ ମାଓ କେଂପ ଠାବ, କେଂପ ରୁ ଏୟାର ଗନ ସହ ବିପୁଳ ମାଓ ସାମଗ୍ରୀ ଜବତ। ଗତ ୨୧ ତାରିଖ ରେ ମାଓ ବାଦୀଙ୍କ ଅତର୍କିତ ଆକ୍ରମଣ ରେ ୩ ଜଣ CRPF ଯବାନ ସହିଦ ହୋଇଥିଲେ। ସେହିଦିନ ଠାରୁ ମାଓ ଦମନ ପାଇଁ ନୂଆପଡା ପୋଲିସ ସେହି ଅଂଚଳ ରେ କୁମ୍ବି ଅପରେସନ କରିଚାଲିଛି। ଅନ୍ୟ ପଟେ ଛତିଶଗଡ଼ ପୋଲିସ ଶହ DIG ଅପଟେସନ ଙ୍କ ଆଲୋଚନା ପରେ ଛତିଶଗଡ଼ ପୋଲିସ ମଧ୍ୟ ନିଜ ସୀମା ଉପରେ ତୀକ୍ଷ୍ଣ ଦୃଷ୍ଟିଦେଇଛି। ଜାହା ଫଳରେ ଛତିଶଗଡ଼ ପୋଲିସ ଗତ କାଲି କୁମ୍ବୀ ଅପରେସନ ରେ ଥିବା ବେଳେ ମାଓ ସଂଗଠନ ଶହ ଗୁଳିବିନିମୟ ହୋଇଥିବା ଛତିଶଗଡ଼ ପୋଲିସ ଠାରୁ ସୂଚନା ମିଳିଛି।ନୂଆପଡା ଜିଲ୍ଲା ପlଟଧରା ଠାରେ ମାଓ ସଂଗଠନ ର ବର୍ବରତା କାଣ୍ଡ ପରେ ମାଓବାଦୀ ମାନେ ଛତିଶଗଡ଼ ସୀମାରେ ଡେରା ବାନ୍ଧି ଥିବା ଛତିଶଗଡ଼ ପୋଲିସ ସୂଚନା ପାଇଛି ଫଳରେ ଛତିଶଗଡ଼ ପୋଲିସ ନିଜ ସୀମା ରେ ଓ ନୂଆପଡା ପୋଲିସ ନିଜ ସୀମା ରେ କୁମ୍ବୀ ଅପରେସନ କୁ ଜୋରଦାର କରିଛି। ନୂଆପଡା ପୋଲିସ କୁମ୍ବୀ ଅପରେସନ ବେଳେ ମାଓ କେଂପ ଠାବ ଶହ ସାମଗ୍ରୀ ଜବତ କରିଥିବା ନୂଆପଡା ଆରକ୍ଷୀ ଅଧ୍ୟକ୍ଷକ ପ୍ରତୁସ ଦିବାକର ସୂଚନା ଦେଇଛନ୍ତି ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନିଟ୍ରା ତରଫରୁ ଇଞ୍ଜିନିୟରସ ଦିବସ ପାଳିତ

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା ସ୍ବାଗତମ୍ ମାଁ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!