ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଛ ପଡି ବାସିନୀ ଠାରୁ ବାମିନି ରାସ୍ତା ଠପ

ପାପଡାହାଣ୍ଡି,13/7, — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ପଂଚାୟତ ବାସିନୀ ହାଟ ପଦା ନିକଟରେ ଥିବା ଏକ ବିରାଟ ଆମ୍ବ ଗଛ ପଡି ବାସିନୀ ଠାରୁ ବାମିନି କୁ ଯାତ ଯାତ ଠପ ହୋଇପଡିଛି | ଦୁଇ ଦିନ ହେଲା ଲଗାଣ ଲଘୁଚାପ ବର୍ଷା ସାଙ୍ଗକୁ ପବନ ହୋଇଥିଲା | ଏହି ସମୟରେ ପୋକଡା ହୋଇ ରହିଥିବା ଆମ୍ବ ଗଛ ଟି ମୂଳ ରୁ ଭାଙ୍ଗି ରାସ୍ତା ଉପରେ ପଡିଥିଲା | ଖବର ପାଇ ମୋକିଆ ସରପଞ୍ଚ ଜଗତ ଜୀବନ ନାୟକ ଓ ଯୁଗଳ ବିଶୋଇ ଘଟଣାସ୍ଥଳରେ ପହଁଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ପରେ ଅଗ୍ନିଶମ ବିଭାଗ ପହଂଚି ଗଛ କାଟିବା ପରେ ୟାତ ୟାତ ସ୍ୱାଭାବିକ ହୋଇଥିଲା |

ସ୍ବପ୍ନଜିତ ପଟନାୟକ, ପାପଡାହାଣ୍ଡି ,ନବରଙ୍ଗପୁର 

Related posts

ବିଷ ଖାଇ ଯୁବକର ଆତ୍ମହତ୍ୟା

ଜୟ କୁମାରମିଶ୍ର ଙ୍କ କବିତା ବିଛୁଆତି କେବେ, ହୁଏନା ତୁଳସୀ 

Sunil Chandra Nayak

ଆନ୍ତର୍ଜାତୀୟ ପ୍ରଦାନ କଳା ଦିବସ ପାଳିତ 

Leave a Comment

error: Content is protected !!