ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇକ ଲୁଟେରାକୁ କାବୁକଲା ଟାଉନ ଥାନା ପୋଲିସ ,୬ଗିରଫ

ଢେଙ୍କାନାଳ ବିଭିନ୍ନ ସମୟରେ ସହର ମଧ୍ୟରୁ ବାରମ୍ବାର ବାଇକ ଲୁଟ ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ, ସହର ବାସି ଙ୍କ ସହଯୋଗ ରେ ବାଇକ ଲୁଟେରା ଙ୍କୁ କାବୁ କରିବାର ସଫଳ ହୋଇଛି ଢେଙ୍କାନାଳ ଟାଉନ ଥାନା ପୋଲିସ, ବିଭିର୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ବାଇକ ଲୁଟ ଏବଂ ଏଥିରେ ସମ୍ପୃକ୍ତ ଥିବା ଛଅ ଜଣଙ୍କୁ ଗିରଫ କରିଛି, ସେମାନଙ୍କ ଚୋର ଲମ୍ବା ରହୀଛି ଆଗାମୀ ଦିନ ରେ ଆହୁରି ବାଇକ ଉଦ୍ଧାର କରାଯିବା ସହିତ ଲୁଟେରା ମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଗିରଫ ଛଅ ଙ୍କ ଡାକ୍ତରୀ ପରୀକ୍ଷା ପରେ କୋଟକୁ ପଠାଇ ଦିଆଯାଇଛି, ଏହି ଲୁଟ ରେ ସହର ଓ ଗାଁ ମାନଙ୍କ ରୁ ଲୁଟେରା ମାନେ ସମ୍ପୃକ୍ତ ଥିବା ଜଣା ପଡିଛି ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Sunil Chandra Nayak

ଶ୍ରୀ ଉମାକାନ୍ତ ଦାସ ଙ୍କ କବିତା ପୂଜିବି ଚରଣ

Sunil Chandra Nayak

ଦୟନୀୟ ସ୍ଥିତିରେ ଚିଲିଗୁଡା ହାଇସ୍କୁଲ ଖେଳପଡ଼ିଆ ପଡିଆ ଭିତରେ ଅନା ବନା ଗଛ କ୍ରୀଡା କାର୍ଯ୍ୟକ୍ରମ ଠପ ଚିନ୍ତାରେ ଛାତ୍ର ଛାତ୍ରୀ

Sunil Chandra Nayak

Leave a Comment

error: Content is protected !!