ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା କୃଷି ସମବାୟ ସଭାପତି ଙ୍କ ଦାୟିତ୍ୱ ଗ୍ରହଣ

କୋକସରା-୧୬/୦୭( ମ ନି ସ) ଶୁକ୍ରବାର କୋକସରା ପ୍ରାଥମିକ କୃଷି ସମବାୟ ସଭାପତି ଭାବେ କିଶୋର ଚନ୍ଦ୍ର ପ୍ରଧାନୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।ଆଗକୁ ସେ କୋକସରା କୃଷି ସମବାୟ ର କୃଷି ଓ କୃଷକ ଙ୍କ ପାଇଁ ସମବାୟରେ ରହିଥିବା ଯୋଜନା ଓ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଳି କହିଛନ୍ତି। ଏହି ଅବସରରେ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ଇନ୍ଦ୍ରମଣି ଧଙ୍ଗଡା ମାଝୀ , ପେକ୍ସ ସମ୍ପାଦକ ନିରଞ୍ଜନ ବାଗ ଓ କର୍ମଚାରୀ ଉପସ୍ଥିତ ରହିଥିଲେ।

Related posts

ଆକାଶବାଣୀ ରାଉରକେଲା କେନ୍ଦ୍ରର ଦୁର୍ଗାପୁର ପାହାଡ଼ ସ୍ଥିତ ଟ୍ରାନ୍ସମିଟରଠାରେ ଜାତୀୟ ପତାକା ଉତ୍ତୋଳିତ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ

Sunil Chandra Nayak

ଜନସମ୍ପର୍କ ପଦଯାତ୍ରା ଆୟୋଜିତ   

Sunil Chandra Nayak

Leave a Comment

error: Content is protected !!