ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

୨୮୦ ଉପଭୋକ୍ତାଙ୍କୁ ବୁଷ୍ଟର ଡୋଜର ପ୍ରଦାନ

ମୟୂରଭଞ୍ଜ- ୧୬/୭/୨୨(ମସିହା) ସଂପ୍ରତି କୋଭିଡ ମହାମାରୀର ପୁନଃ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ମାଗଣାର କରୋନା ବୁଷ୍ଟର ଡୋଜର ଜୁଲାଇ ୧୫ ର ରୁ ଆରମ୍ଭ କରିଛନ୍ତି । ଏହି ମର୍ମରେ ଶୁକ୍ରବାର ପୂର୍ବାହ୍ନରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଜନସାଧାରଣଙ୍କୁ କୋଭିଡ ଵୁଷ୍ଟର ଟୀକା ଦେବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କୋଭିଡ ସଂକ୍ରମଣ ବଢୁଥିବାରୁ ଜୁଲାଇ ୧୫ ଧରୁ ଆସନ୍ତା ୭୫ ଦିନ ପର୍ଯ୍ୟନ୍ତ ଏହି ଟୀକାକରଣ ଚାଲିବ । କେନ୍ଦ୍ରରେ ୧୫ ତାରିଖ ଦିନ ୧୨୦ ଜଣ ଟୀକା ନେଇଥିବାବେଳେ ୧୬ ତାରିଖ ଦିନ ୧୬୦ ଜଣ ଟୀକା ନେଇଛନ୍ତି ବୋଲି ଉପଖଣ୍ଡ ମୁଖ୍ୟ ଚିକିତ୍ସାଧୀକାରୀ ଡାକ୍ତର ସାଗର ନାଏକ ସୂଚନା ଦେଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ଙ୍କ ଦ୍ଵାରା ବାବନ୍ଧ ଗ୍ରାମ ରେରକ୍ତ ଦାନ ଶିବିର ଓ ବଡ ସାହି ରାସ୍ତା ଉଦଘାଟିତ

Sunil Chandra Nayak

ଦଳେଇଗୁଡା ଏସଏସଡି ବାଳିକା ହାଇସ୍କୁଲ ଛାତ୍ରୀ ଅସୁସ୍ଥ ଘଟଣା, ମେଡିକାଲ ଟିମର ଉପସ୍ଥିତିରେ ସ୍ୱାସ୍ଥ୍ୟ ପରୀକ୍ଷା 

Sunil Chandra Nayak

ଦେଶରେ ଉପରମୁହାଁ କରୋନା ସଂକ୍ରମଣ

Sunil Chandra Nayak

Leave a Comment

error: Content is protected !!