ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

୨୮୦ ଉପଭୋକ୍ତାଙ୍କୁ ବୁଷ୍ଟର ଡୋଜର ପ୍ରଦାନ

ମୟୂରଭଞ୍ଜ- ୧୬/୭/୨୨(ମସିହା) ସଂପ୍ରତି କୋଭିଡ ମହାମାରୀର ପୁନଃ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ମାଗଣାର କରୋନା ବୁଷ୍ଟର ଡୋଜର ଜୁଲାଇ ୧୫ ର ରୁ ଆରମ୍ଭ କରିଛନ୍ତି । ଏହି ମର୍ମରେ ଶୁକ୍ରବାର ପୂର୍ବାହ୍ନରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଜନସାଧାରଣଙ୍କୁ କୋଭିଡ ଵୁଷ୍ଟର ଟୀକା ଦେବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କୋଭିଡ ସଂକ୍ରମଣ ବଢୁଥିବାରୁ ଜୁଲାଇ ୧୫ ଧରୁ ଆସନ୍ତା ୭୫ ଦିନ ପର୍ଯ୍ୟନ୍ତ ଏହି ଟୀକାକରଣ ଚାଲିବ । କେନ୍ଦ୍ରରେ ୧୫ ତାରିଖ ଦିନ ୧୨୦ ଜଣ ଟୀକା ନେଇଥିବାବେଳେ ୧୬ ତାରିଖ ଦିନ ୧୬୦ ଜଣ ଟୀକା ନେଇଛନ୍ତି ବୋଲି ଉପଖଣ୍ଡ ମୁଖ୍ୟ ଚିକିତ୍ସାଧୀକାରୀ ଡାକ୍ତର ସାଗର ନାଏକ ସୂଚନା ଦେଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ପ୍ରଗତି ମହାବିଦ୍ୟାଳୟରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ

Sunil Chandra Nayak

ଡ୍ରୋନ ରେ ଟିବି ସେମ୍ପୁଲ ସଂଗ୍ରହ ଓ ଟେଷ୍ଟିଂ ର ଶୁଭାରମ୍ବ

Sunil Chandra Nayak

ଖଡ଼କା ପଦରରେ ବୃଦ୍ଧି ପାଉଛି ଝାଡାବାନ୍ତି  

Sunil Chandra Nayak

Leave a Comment

error: Content is protected !!