ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲିଙ୍ଗରାଜ ବାବାଙ୍କ ସେବାରେ ସମାଜସେବୀ

ବାଲେଶ୍ଵର,୧୮/୭/୨୨- ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ପ୍ରତ୍ୟେକ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଠାରେ ଥିବା ବାବା ଲିଙ୍ଗରାଜଙ୍କୁ ଜଳଲାଗି କରିବା ପାଇଁ ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳର ସମାଜସେବୀ ଅସିତ୍ କୁମାର ଜେନେ ସାଥୀ ମାନଙ୍କ ସହିତ ଯାଇଛନ୍ତି । କଟକ ଗଡଗଡିଆ ଘାଟରୁ ପାଣିନେଇ ବାବା ଲିଙ୍ଗରାଜଙ୍କୁ ଅର୍ପଣ କରିବାର ସୂଚନା ଦେଇଛନ୍ତି । ସେଠାରୁ କାର୍ଯ୍ୟସାରି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଘରକୁ ଫେରିବେ ବୋଲି ଜଣାଇଛନ୍ତି । ଜଗନ୍ନାଥ ମହାପ୍ରଭୁ ସମାଜସେବୀ ଶ୍ରୀ ଜେନାଙ୍କ ଚଲାପଥ କୁସୁମିତ କରନ୍ତୁ ବୋଲି ଅଞ୍ଚଳରେ ଆଲୋଚନା ହେଉଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମାନଝରୀ ଠାରେ ସଡ଼କ ଦୁର୍ଘଟଣା, ବାଇକ ଚାଳକ ଗୁରୁତର

Sunil Chandra Nayak

ଆନନ୍ଦପୁର – ବିବାହିତା ମହିଳା ଓ ତାଙ୍କ ପୁରୁଷ ବନ୍ଧୁ ବିଷ ପାନକରି ଗୁରୁତର ଅବସ୍ତାରେ ନଦୀ ପଠାରୁ ଉଦ୍ଧାର କଲା ପୋଲିସ୍

Sunil Chandra Nayak

ବେଆଇନ ଧାନ ଚାଳାଣ, ୨ ଟ୍ରକ ଜବତ

Leave a Comment

error: Content is protected !!