ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ଉତ୍ସବ ପାଳନ

ଗୋଲାମୁଣ୍ଡା – : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ମଣ୍ଡଳ ସ୍ତରରେ ପ୍ରତ୍ୟେକ ଓଡ଼ିଆ ଙ୍କ ସମ୍ମାନ ଓ ଗୌରବ ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟୀ ଉତ୍ସବ ଭାରତୀୟ ଜନତା ପାର୍ଟି ଗୋଲାମୁଣ୍ଡା ମଣ୍ଡଳ ତରଫରୁ ଗୋଲାମୁଣ୍ଡା ହନୁମାନ ମନ୍ଦିର ଠାରୁ ଠାକୁରାଣୀ ମନ୍ଦିର ଯାଏଁ ଶୋଭାଯାତ୍ରା ରେ ବାହାରି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଜୟଗାନ କରିବା ସହିତ ଓଡ଼ିଆ ମାଟିର ଗର୍ବ ଓ ଗୌରବର ବିଷୟ ରେ ଆଲୋଚନା ହେବା ସହିତ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ ।ଉକ୍ତ ବିଜୟୀ ଉତ୍ସବ ରେ ଗୋଲାମୁଣ୍ଡା ମଣ୍ଡଳ ସଭାପତି ଶ୍ରୀଯୁକ୍ତ ପ୍ରଦିପ କୁମାର ପଣ୍ଡା, ପୂର୍ବତନ ଜିଲ୍ଲାପରିଷଦ ତଥା ମଣ୍ଡଳ ସଭାପତି ବୃଷଭ ନାଏକ , ମଣ୍ଡଳ ସଂପାଦକ ବୈଶାଖୁ କେତକୀ, ଦୁଃଶାସନ ବାଗ ,ଯୁବ ମୋର୍ଚ୍ଚା ସଭାପତି ସୌମ୍ୟରଞ୍ଜନ ପଣ୍ଡା , ଏସ୍ ସି ମୋର୍ଚ୍ଚା ସଭାପତି ସାଲେବନ ମଙ୍ଗରାଜ,ଏସ୍ ଟି ମୋର୍ଚ୍ଚା ସଭାପତି ଅନିଲ କୁମାର ଭୋଇ, ଜିଲ୍ଲା ଯୁବ ମୋର୍ଚ୍ଚା ସଦସ୍ୟ ସମିର ସାହୁ , ବେଣୁଧର ସାହୁ, ନିସାକାନ୍ତ ସାହୁ ,ଦୁଃଖିଶ୍ୟାମ ପଟେଲ,ଭିବିଷଣ ଟୋଲଟିଆ, ବରିଷ୍ଠ ବିଜେପି ନେତା କୃଷ୍ଣ ଚନ୍ଦ୍ର ମୁଣ୍ଡ,ସୈଲ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

ଦାମୋଦର ଦାସ ଙ୍କ ରିପୋର୍ଟ

 

Related posts

ରାଇରଙ୍ଗପୁର ମହାବିଦ୍ୟାଳୟରେ ଏବିଭିପିର ବିଶାଳ କ୍ୟାମ୍ପସ ୟୁନିଟ ଘୋଷଣା 

Sunil Chandra Nayak

ଏବିଭିପି କଳାହାଣ୍ଡି ତରଫରୁ G20 ରେ ଭାରତର ସଭାପତିତ୍ୱକୁ ସ୍ୱାଗତ

Sunil Chandra Nayak

ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଙ୍କ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ ବିଧାନସଭା ରେ ପ୍ରଶ୍ନ

Sunil Chandra Nayak

Leave a Comment

error: Content is protected !!