ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସି ବି ଏ ସି ଦଶମ ଶ୍ରେଣୀ ପରୀକ୍ଷାରେ ଢେଙ୍କାନାଳ ଜିଲ୍ଲାପାଇଁ ଗର୍ବ ଏବଂ ଗୌରବ ଏସ ପି ପୁଲକିତ ବାରିକ

ଢେଙ୍କାନାଳ, କାମାକ୍ଷାନଗର 23/7/22 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ଜନ୍ତାରିବୁଲୁ ଆଦର୍ଶ ବିଦ୍ୟାଳୟର ଛାତ୍ର ଏସ ପି ପୁଲକିତ ବାରିକ ଚଳିତ ସି ବି ଏସି ଇ ଦଶମ ଶ୍ରେଣୀ ପରୀକ୍ଷାରେ 97 ପ୍ରତିଶତ ମାର୍କ ହାସଲ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ମୋଟ 500 ମାର୍କରୁ 485 ମାର୍କ ରଖି ଢେଙ୍କାନାଳ ଜିଲ୍ଲା ତଥା ବିଦ୍ୟାଳୟ ପାଇଁ ଗର୍ବ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ ଏସ ପି ପୁଲକିତଙ୍କ ପିତା ପ୍ରେମାନନ୍ଦ ବାରିକ ତଥା ପରିବାର ବହୁତ ଖୁସି ଅଛନ୍ତିl

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ବାଲେଶ୍ବର – ଆଦର୍ଶ ବିଦ୍ଯାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମରୁ ଦିବ୍ୟଶଙ୍କର, ପ୍ରତାପ ଜେନା, ଅରୁଣ ସାହୁଙ୍କ ସମେତ ୧୨ ମନ୍ତ୍ରୀ ବାଦ

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Sunil Chandra Nayak

Leave a Comment

error: Content is protected !!