ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷା ରେ ଘର ଭୂଷଡ଼ିଲା, ମହିଳା ଆହତ

ଗୋଳାମୁଣ୍ଡା – : ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଡେସୁରୁଙ୍ଗ ଗ୍ରାଁ ରେ ଘଟିଛି ଏକ ଦୁଖଦ ଘଟଣା  ଚଳିତ ଲଗାଣ ବର୍ଷାରେ ଏକ ଗରିବ ଖଟିଖିଆ ପରିବାର ର ଘର   ଭାଙ୍ଗି ଯିବାରୁ ଘରେ ଥିବା ମହିଳା ଜଣକ ଗୁରୁତର ରୂପେ          ଆହାତ ହେଇଛନ୍ତି  , ତାଙ୍କ ନାମ ଅଂଚଳ ଅଘରିଆ  ବୋଲି ଜ଼ଣାପଡିଛି। ତାଙ୍କୁ ସ୍ଥାନୀୟ ସରପଂଚ ନାରାୟଣ ଅଘରିଆ ଖବର ପାଇ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ଼ ହସ୍ପିଟାଲ ନେଇ ଥିଲେ , ତାଙ୍କ ଦେହ ଗୁରୁତର ହେବେରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ଚିକିତ୍ସାଲୟ ନେଇଥିବା ଜଣା ପଡ଼ିଛି।

ଦାମୋଦର ଦାସ ଙ୍କ ରିପୋର୍ଟ 

Related posts

ପ୍ରଶାସନ ର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

Sunil Chandra Nayak

ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି

Sunil Chandra Nayak

ସଠିକ ସମୟରେ ପାରିଶ୍ରମିକ ଦାବୀରେ ଆଶାକର୍ମୀ ସଂଘ ଉପଖଣ୍ଡ ପ୍ରଶାସନର ଦ୍ବାରସ୍ଥ   

Leave a Comment

error: Content is protected !!