ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ଯାଦବ ସମାଜ ର ନୂତନ କର୍ମକର୍ତ୍ତା ଚୟନ

 ଯାଦବ ସମାଜର ନୂତନ ଜିଲ୍ଲା ସଭାପତି ଭାବେ ଭରତ ରାଉତ ଯାଦବ ଏବଂ ସାଧାରଣ ସମ୍ପାଦକ ଶ୍ରୀ ତ୍ରିନାଥ ପୁଞ୍ଜି ଯାଦବ ମନୋନିତ

ନୂଆପଡା ଜିଲ୍ଲା ଯାଦବ ଭବନ ଠାରେ ଆଜି ଯାଦବ ସମାଜର ଜରୁରୀ ବୈଠକ ଅନୁଷ୍ଠିତ ହୋଇଅଛି। ଏହି ବୈଠକରେ ନୂଆପଡା ଜିଲ୍ଲା ଯାଦବ ସମାଜ ର ନୂତନ କର୍ମକର୍ତ୍ତା ଚୟନ ହୋଇଅଛି। ଜିଲ୍ଲା ଯାଦବ ସମାଜର ନୂତନ ଜିଲ୍ଲା ସଭାପତି ଭାବେ ଭରତ ରାଉତ ଯାଦବ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ତ୍ରିନାଥ ପୁଞ୍ଜି ଯାଦବ ଙ୍କୁ ସର୍ବସମ୍ମତି ମନୋନିତ ହୋଇଛନ୍ତି। ଏହି ମନୋନୟନ ପ୍ରକ୍ରିୟା ରେ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତ , ଯାଦବ ସଙ୍ଗଠନ ର ବରିଷ୍ଠ ସଦସ୍ୟ ଲମ୍ବୋଦର ନିଆଲ, ପୂର୍ଵତ୍ତନ ଜିଲ୍ଲା ଯାଦବ ସମାଜ ସଭାପତି ହରେରାମ କଠାର ଙ୍କ ସହ ଶତାଧିକ ଯାଦବ ବୁଦ୍ଧିଜୀବି,ବରିଷ୍ଠ ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ। ଦୀର୍ଘ ଆଠ ବର୍ଷ ପରେ ଏହି ସଙ୍ଗଠନ ପଦବୀ ଚୟନ ହୋଇଅଛି। ବିଭିନ୍ନ କାରଣ ରୁ ଏହା ହୋଇ ପାରୁ ନଥିବା ବେଳେ ଗ୍ରାମ ଠାରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ସଙ୍ଗଠନର ସମସ୍ତେ ସ୍ୱାଗତ କରିଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମିଳିତ ସାମ୍ବାଦିକ ସଂମୂହ ର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

Sunil Chandra Nayak

ଭାଗ୍ୟବାନ ବାଗ ହେଲେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି

Sunil Chandra Nayak

ଜୁନାଗଡ଼ ଡାକ୍ତରଖାନାରେ ବ୍ଲଡ଼ ବ୍ୟାଙ୍କ ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଯୁବ କଂଗ୍ରେସ ର ଦାବୀ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!