ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଦେହ ଅନାବାଦୀ ମାଡ଼ ଗାଳି ସୋଦା
      ସହିଲେ ହୁଏ ପଥର
ସକାଳୁ ସଞ୍ଜରେ ବର୍ଷଣ ହୁଅଇ
        ହୃଦୟ ସହି ଈଶ୍ୱର।
ସଂସାର ଜଞ୍ଜାଳ ବଢୁଛି ଦିନକୁ
      ବୁଝିବାକୁ ନାହିଁ ଦୁଃଖ
ସବୁ ସେହି ପ୍ରଭୁ ପାଶେ ରଖି ଦେଇ
       ଚାହିଁଛି କଳା ଶ୍ରୀମୁଖ।
ଶରୀର ଦୁର୍ବଳ କମି ଯାଏ ବଳ
    କଣ୍ଠ ସ୍ବର ହେଲା ତଳ
ଗାୟିତ ପାରୁନି ନାମ ଧରିବାକୁ
     ପ୍ରଭୁ ଆଶା ପାଦ ତଳ।
ସ୍ମରଣ କରୁଛି ରୂପରେ ଭାବୁଛି
    ପ୍ରଭୁ ଭାବ ମୋ କୁଡିଆ
ସତେକି ଆସିଛ ମୋ ଘର କୁଣିଆ
     ମୋତେ ଲାଗଇ ବଢ଼ିଆ।
ଯେତେ ଦିନ ଥିବି ଏମିତି ଆସିବ
      ମୋ ଭଙ୍ଗା ଘର କୁଢିଆ
ଯାହା ଘରେ ଥିବ ଯାଚି ଦେବି ସବୁ
      ମୋ ବନ୍ଧୁ ଥିବ ବଢ଼ିଆ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମୃତ୍ୟୁ

Sunil Chandra Nayak

ଲାଞ୍ଜିଗଡ଼ରେ ବିଜେଡି ସ୍ଥିତି ଟଳମଳ ,ବିଜେଡି ଗଡ଼ରେ ଧସେଇ ପଶୁଛି କଂଗ୍ରେସ

Sunil Chandra Nayak

କୋକସରା – ଏନ୍‌ପିଏସ୍ ଶିକ୍ଷକ ଓ କର୍ମଚାରୀ ସଂଘର ବୈଠକ

Leave a Comment

error: Content is protected !!