ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ପଡ଼ା ଗ୍ରାମ ରେ ଶ୍ରୀ ଶ୍ରୀ ମହାଦେବ ଙ୍କ ମନ୍ଦିର ରତ୍ନ ମୁଦ ଉତ୍ସବ ନିମିତ୍ତ କଳସ ଯାତ୍ରା

ଢେ଼ଙ୍କାନାଳ:ଚଳିତ କର୍କଟ ଦି ୯ନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ଇଂ ତା ୨୫.୦୭.୨୨ ରିଖ ସୋମବାର ଦିନ ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଚିତ୍ତ ପଡ଼ା ଗ୍ରାମ ରେ ପରମ ପ୍ରେମ ମୟ ଯୋଗାରୁଢ ପୁରୁଷ ଶ୍ରୀ ଶ୍ରୀ ମହାଦେବ ଙ୍କ ମନ୍ଦିର ରତ୍ନ ମୁଦ ମହୋତ୍ସବ ଯଥାରୀତି ରେ କାର୍ଯକ୍ରମ ସମ୍ପାଦନ ହେବାକୁ ଯାଉଛି।ଏଥି ନିମନ୍ତେ ଆଜି ପ୍ରାତଃ ୧୦ ଘ. ସମୟ ରେ କଳସ ଯାତ୍ରା ଓ ମଣ୍ଡଳୀ କରଣ ଯଜ୍ଞାଧିବାସ,ଅଗ୍ନି ସ୍ଥାପନ ବିଧି ଅନୁସାରେ ସମ୍ପନ୍ନ ହୋଇଛି। ଉକ୍ତ ଶୁଭ ମୁହୂର୍ତ୍ତ ରେ ସହସ୍ରାଧିକ ମହିଳା, ଶ୍ରଦ୍ଧାଳୁ, ସଙ୍କୀର୍ତ୍ତନ ଗୋଷ୍ଠୀ, ଭକ୍ତ ସାମିଲ୍ ହୋଇ ମୋଟଙ୍ଗା ନିକଟସ୍ଥ ଲିଙ୍ଗରା ନଦୀ ରୁ ପାଣି ଉଠେଇ ଗ୍ରାମ୍ୟ ପରିକ୍ରମା କରିବା ସହ ହରିବୋଲ ହୁଳହୁଳି ଶବ୍ଦରେ ଗଗନ ପବନ ପ୍ରକମ୍ପିତ କରିଥିଲେ । ଏହି ଆଧ୍ୟାତ୍ମିକ ପରିବେଶ ଭଗବାନ ଙ୍କ ନାମ ଓ ପୂଜନ ହିଁ ସଂସାର ରେ ଏକ ମାତ୍ର ପଥ ବୋଲି ପ୍ରମାଣିତ ହେଉଥିଲା।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ସରପଞ୍ଚଙ୍କ ନିଆରା ପ୍ରୟାସ, ବଜାରବାସୀଙ୍କୁ ଅଳିଆ ବାହାରରେ ନ ପକେଇବା ପାଇଁ କଲେ ନିବେଦନ

Sunil Chandra Nayak

ବିଶ୍ୱକସେନ ଦାଶ ଙ୍କ କବିତା ଅଫେରନ୍ତା

ମୈଦଲପୁର ଗ୍ରୀନଡଟ କମ୍ପୁଟର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ମୈଦଲପୁର ଶ୍ରୀ ଜଗନ୍ନାଥ ମନ୍ଦିର ସଫେଇ

Sunil Chandra Nayak

Leave a Comment

error: Content is protected !!