ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାମୁଛା ଲଗାଇ ଯୁବକର ଆତ୍ମହତ୍ୟା     

ରାଇଘର ୬/୮ ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁମୁଲି ପଂଚାୟତ ଜମଦୋରା ଗ୍ରାମର ବେଣୁଧର ଗଣ୍ଡ ଙ୍କ ପୁଅ ରବିସିଂ ଗଣ୍ଡ (୧୮) ଆତ୍ମହତ୍ୟା କରିଥିବା ଜଣାପଡିଛି l ଶୁକ୍ରବାର ଘର କାମରେ ସହଯୋଗ କରୁ ନୋଥିବା ରୁ ବେଣୁଧର ନିଜ ପୁଅ କୁ ଗାଳି କରିଥିଲ l ପୁଅ ରବିସିଂ ଶନିବାର ସକାଳେ ଦାନ୍ତ କାଠି ଧରି ଦାନ୍ତ ଘସି ଘସି ଘର ଠାରୁ ୨୦୦ ମିଟର ଯିବା ପରେ ଡିମିରି ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି l ଖବର ପାଇ ରାଇଘର ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ପରେ ବ୍ୟବଚ୍ଛେଧ କରି ପରିବାର କୁ ହସ୍ତାନ୍ତର କରି କେସ ନୋ ୫୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଥିବା ଅଧିକାରୀ ରବୀନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଏବେ ଗାଡି ଇନସ୍ୟୁରାନ୍ସ ମହଙ୍ଗା..

ଲୋକାର୍ପିତ ହେଲା ଦେଶର ପ୍ରଥମ ଆଦିବାସୀ ସଂଗୀତ ଭିତ୍ତିକ ଷ୍ଟ୍ରୀମିଙ୍ଗ ଆପ୍

Sunil Chandra Nayak

ଜିଲ୍ଲା ଅକ୍ଷମ ସମିତି ପକ୍ଷରୁ ଜନମତ ସଂଗ୍ରହ, ରାଜ୍ୟ ଭିନ୍ନକ୍ଷମ କମିଶନର ଜଣେ ଭିନ୍ନକ୍ଷମ ହେବାକୁ ସରକାରଙ୍କୁ ଅନୁରୋଧ

Sunil Chandra Nayak

Leave a Comment

error: Content is protected !!