ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଜଗନ୍ନାଥ ଚାରଣ ଗୋଷ୍ଠି ଓଡିଶା ପକ୍ଷରୁ, ସ୍ୱାଧୀନତା ଦିବସ ପାଳନ

ବ୍ୟୁରୋ -:  ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଚାରଣ ଗୋଷ୍ଠି ପକ୍ଷରୁ ସ୍ୱାଧୀନତା ଦିବସ ଚଣ୍ଡିଖୋଲ ସ୍ଥିତ ନୀଳକଣ୍ଠ ଶ୍ବର ମନ୍ଦିର ପ୍ରାଙ୍ଗଣରେ ମହା ସମାହୋରରେ ଅନୁଷ୍ଠିତ ହୋଇଯାଇଛି ।ଚାରଣ ଗୋଷ୍ଠି ଓଡିଶା ର ଅଧକ୍ଷ ଉଦୟ ନାଥ ସାହୁଙ୍କ ଅଧକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ସମାଜସେବୀ ପ୍ରଭୁନାଥ ଶର୍ମା, ମୁଖ୍ୟବକ୍ତା ଭାବେ ସାଧନାର ସ୍ୱରୂପ ର ସମ୍ପାଦକ ପଣ୍ଡିତ ଦେଵବ୍ରତ ଦେଵତା ଯୋଗଦେଇ ଜାତୀୟ ପତାକା ଉତ୍ତଳନ କରିବା ସହ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସୁରେଶ ଚନ୍ଦ୍ର ଖଣ୍ଡାଇ, ସାମ୍ବାଦିକ ଅନନ୍ତ ସ୍ୱାଇଁ, ପଣ୍ଡିତ ରଶ୍ମିରଞ୍ଜନ କର ପ୍ରଭୁତି ଯୋଗ ଦେଇଥିଲେ ।ଏହି ଅବସରରେ ,କୁନି କୁନି ପିଲାମାନଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥଲା ,ଶେଷରେ ଉପସ୍ଥିତ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଅମୃତ ନନ୍ଦ ଙ୍କ ରିପୋର୍ଟ 

Related posts

କବିତା – ଡର

Sunil Chandra Nayak

ରୁଦ୍ରନାରାୟଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ବିରୁଦ୍ଧ ରେ ଗୁରୁତର ଅଭିଯୋଗ

Sunil Chandra Nayak

ପ୍ରେମଲତା ଙ୍କ କବିତା ଶୀତ

Sunil Chandra Nayak

Leave a Comment

error: Content is protected !!