ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂଜା ବାଦି  ଙ୍କ କବିତା ମାୟା ମରୀଚିକା 

ମାୟା ମରୀଚିକା 

ପୂଜା ବାଦି 

ହୃଦୟ ନଦୀ ତୀରେ ଭାବ ଶୂନ୍ୟ ବନ୍ୟା
        ଲହଡି ଭାଙ୍ଗୁଛି
ପ୍ରୀତି ପ୍ରେମ ଅମାବାସ୍ୟା ର ଅନ୍ଧକାରେ
         ବାହୁନି କାନ୍ଦୁଛି
ଦୁଇକୂଳ ଧସି ଉଛୁଳା ବେଦନାର ନାବ
ମଧ୍ୟ୍ୟ ରାତ୍ରର ଶୀତଳ ସ୍ପର୍ଶରେ
       କମ୍ପିତ ହେଉଛି
ଏଠି ହୃଦୟ ଶାମୁକାରେ ହୁଏତ କେ
     ଛଳନାର ବିଷ ଭରିଛି
ସେଥିପାଇଁ ଆଜି ମୋ ହୃଦୟଟା ସାରା
        ମାୟା ମରୀଚିକା ସାଜିଛି |

    ସୁନ୍ଦରଗଡ଼

 

                   

Related posts

ରବୀନ୍ଦ୍ର କୁମାର ବେହେରା ଙ୍କ ଗଳ୍ପ ଅର୍ପିତା

Sunil Chandra Nayak

ଅବସର ପ୍ରାପ୍ତ ଶିକ୍ଷକ ଭି.ଆତୁ ରାଜୁ ପଟ୍ଟନାୟକଂକୁ ସମ୍ବର୍ଦ୍ଧନା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!