ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ସ୍ମୃତି

ସ୍ମୃତି

ସତରେ

ତୁମକୁ ଜାଣିବା ଦିନରୁ
ଆଜି ପର୍ଯ୍ୟନ୍ତ ମୁଁ
ତୁମ ପ୍ରତ୍ୟେକ ସ୍ମୃତିରେ 
ଟିକିଏ ବି ହେଲେ
ଅଳନ୍ଦୁ ବସିବାକୁ ଦେଇ ନାହିଁ । 

ଜାଣିଛ,

ମୋ ପ୍ରତିଟି ଭାବନାରେ
ମୋ ପ୍ରତିଟି ସ୍ମୃତିରେ
ତୁମ ଉପସ୍ଥିତି 
ଏବେ ବି ସେଦିନ ଭଳି 
ମୋ ହୃଦୟରେ ରହିଛି 

ତୁମ ଭଳି ସମ୍ପୂର୍ଣ ସତେଜ ହୋଇ ।।

ସସ୍ମିତେଶ ସାହୁ

ଶଙ୍ଖଚିଲା, ଯାଜପୁର

Related posts

ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପୋଷ୍ୟ ସାଂସଦ ଆଦର୍ଶ ପଞ୍ଚାୟତ ଶଗଡା ଗସ୍ତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଘଟାନ୍ତର

Sunil Chandra Nayak

ବିଦ୍ୟୁତ ବିଭାଗରେ ଶକ୍ତି ଅପଚୟ

Sunil Chandra Nayak

Leave a Comment

error: Content is protected !!