ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାବୀର ବଜାର ରେ ୪୦ ତମ ଗଣେଶ ପୂଜା ଅନୁଷ୍ଠିତ

ଢେଙ୍କାନାଳ ମହାବୀର ବଜାର ଠାରେ ୪୦ ତମ ଗଣେଶ ପୂଜା ଅନୁଷ୍ଠିତ ହୋଇ ଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଏହି ବଜାରରେ ପ୍ରଥମେ ଗଣେଶ ପୂଜା ଆରମ୍ଭ ହୋଇଥିଲା । ପ୍ରାତଃରୁ ସୂର୍ଯ୍ୟ ପୂଜା କଳସ ଘଟ ସ୍ଥାପନ ପୂଜା, ମଣ୍ଡଳ ଅଧିବାସ ପୂଜା , ଗଜାନନଙ୍କ ଚକ୍ଷୁଦାନ, ଷୋଳସ ଉପଚାରରେ ପୂଜା, ଯଜ୍ଞ ଅଧିବାସ ପୂଜା, ବିଭିନ୍ନ ପ୍ରକାରର ଭୋଗ ରାଗ ଲାଗି କରାଯାଇ ଥିଲା । ଉକ୍ତ ପୂଜା ସ୍ଥଳୀ ରେ ପୂଜକ ବାପି ନନା,ସଭାପତି ରାକେଶ କୁମାର ପଟ୍ଟନାୟକ,ସଂପାଦକ ଆଶିଶ ପାଲ, ସେମ୍ବର ବୁଲ ବୁଲ, ଶିବା,ବଣ୍ଟି,ସିଟନ, ବାପି, ମଣ୍ଟୁ, ଚିଙ୍କୁଲୁ ଓ ମୁନା ଙ୍କ ଉପସ୍ତିତିରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା ।ଏହି ପୂଜା ପାଇଁ ସହର ରେ ଖୁସିର ମହୋଲ ସୃଷ୍ଠି ସାଙ୍ଗ କୁ ବିଭିନ୍ନ ରକମର ଖାଦ୍ୟ, ପିଲାଙ୍କ ଖେଳନା, ଘର କରଣା ଜିନିଷ ବିକ୍ରୀ ହେଉଛି । ଏହା ଆଗକୁ ଛ ଦିନ ଧରି ଚାଲୁ ରହିବ ବୋଲି ପୂଜା ଅନୁଷ୍ଠାନ ତରଫରୁ କୁହା ଯାଇଅଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ ପ୍ରବନ୍ଧ ସମ୍ବଲପୁରୀ ଦିବସ

Sunil Chandra Nayak

ଶ୍ରୀମତୀ ସ୍ନେହ ମିଶ୍ର  ଙ୍କ କବିତା ଲୀଳାମୟ କୃଷ୍ଣ

Sunil Chandra Nayak

ମିନତି ଦାଶ ଙ୍କ କବିତା ଶ୍ରୀ ଗଣେଶ

Sunil Chandra Nayak

Leave a Comment

error: Content is protected !!