ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇଦାପୋଷୀ ଗ୍ରାମରେ ପିଇବା ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ

ମୟୂରଭଞ୍ଜ -୦୧/୦୯/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଦୁଇ ନମ୍ବର ଓ୍ବାର୍ଡ ବାଇଦାପୋଷୀ ଗ୍ରାମର ପୁରୁଣା ସାହିକୁ ପିଇବା ପାଣି ଠିକ୍ ସମୟରେ ପହଞ୍ଚି ପାରୁନାହିଁ ।ସବୁ ଓ୍ବାର୍ଡବାସୀ ଯେମିତି ପାଣି ପାଉଛନ୍ତି ଏଠି ସେମିତି ପାଉ ନାହାଁନ୍ତି ।ପାଣି ପାଇଁ ଆବାଳ ବୃଦ୍ଧ ବନିତା ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।ସରକାର କହୁଛନ୍ତି ହର୍ ଘର୍ ଜଲ୍ ।ହେଲେ ଏଠାରେ ତାହା ଓଲଟା ଯୋଗୁଁ ଗ୍ରାମବାସୀ ଆଜି ଗରାମାଠିଆ ଧରି ଧାରଣାରେ ବସିଥିଲେ । ପରେ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ଶିଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବାପରେ ଗ୍ରାମବାସୀ ଧାରଣାରୁ ଓହରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବଜ୍ରଘାତରେ ଢ଼ଙ୍କଶର ଚାଷୀ ଖୁସିରାମ ଗହୀରଙ୍କ ବଳଦ ମୃତ୍ୟ

Sunil Chandra Nayak

ରାଇରଙ୍ଗପୁର ଟାଉନ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ

କେନ୍ଦ୍ର ମନ୍ତ୍ରୀ ପ୍ରଫେସର ଏସ ପି ସିଂ ବଘେଲ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!