ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ଧୁମ୍ କ୍ଲବ ଆନୁକୁଲ୍ୟରେ ୧୦ ମ ବାର୍ଷିକ ଗଜାନନ ପୂଜା

ମୟୂରଭଞ୍ଜ -୨/୦୯/୨୨(ମସିହା) ରାଇରଙ୍ଗପୁରର ଟାଉନଛକ ସନ୍ନିକଟ ପଡ଼ିଆରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଧୁମ୍ କ୍ଲବ ତରଫରୁ ୧୦ ମ ବାର୍ଷିକ ଗଣେଶ ପୂଜା ମହାସମାରୋହରେ ପାଳନ କରାଯାଇଛି । ଫାଙ୍କା ମଇଦାନରେ ପେଣ୍ଡାଲ ସଜ୍ଜା ଆକର୍ଷଣୀୟ ତୋରଣ ଓ ଆଲୋକ ସଜ୍ଜା ଦର୍ଶକ ବୃନ୍ଦଙ୍କୁ ଆକର୍ଷିତ କରିଥିଲା ।କମିଟି ତରଫରୁ ଖିଚୁଡି ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।ଗଣେଶ ବାବାଙ୍କ ଦର୍ଶନ ପାଇଁ ଗହଳି ହୋଇଥିଲା । କାର୍ଯ୍ୟକ୍ରମକୁ ସୂର୍ଯ୍ୟ ପ୍ରକାଶ ଆଠଗରିଆ,ସଂପାଦକ ଏଶ୍ ଶର୍ମା,ଶିବଂ ଅଗ୍ରୱାଲ,ଆୟୂଷ ଯାଦବ,ଆଶୁତୋଷ ଅଗ୍ରୱାଲ, ମୋହିତ ଅଗ୍ରୱାଲ,ଗୌରଭ ରାମ,ଖୋଲୁ ବର୍ମା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ମମତା ସାହୁ ଙ୍କ କବିତା ଘୋଷ ଯାତ୍ରା

ନବରଙ୍ଗପୁର ଜିଲ୍ଲାରେ ଯୁକ୍ତ ୨କଳା ପରୀକ୍ଷାରେ ଦୀପଶିଖା ସାହୁ ଟପ୍ପର

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ପ୍ରେସ କ୍ଲବ ଗଠିତ

Sunil Chandra Nayak

Leave a Comment

error: Content is protected !!