ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଂଶୁଳୀରେ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରାଇରଙ୍ଗପୁର ଏବଂ ଚାଇଁବସା ଫୁଟବଲ ଟିମ୍ ଯୁଗ୍ମ ବିଜେତା

ମୟୂରଭଞ୍ଜ -୦୮/୦୯/୨୨ (ମସିହା) କେନ୍ଦୁଝର ଜିଲ୍ଲାର ବାଂଶୁଳୀ ଗାଁରେ ସବୁଜ ବାହିନୀ କ୍ଲବ ଆନୁକୁଲ୍ୟରେ ବୁଧବାର ଦିନ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ଏଥିରେ ଫାଇନାଲ ଏବଂ ପେନାଲଟ୍ଟି ପାଇଁ ବ୍ରେକରରେ ଗୋଲ ଶୂନ୍ୟ ହୋଇଥିଲା ।ଫଳରେ କମିଟି ତରଫରୁ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା ।ଉଭୟ ବିଜେତା ଦଳକୁ ୯୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା ।

 ମୟୂରଭଞ୍ଜ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବେନରା ଗ୍ରାମପଞ୍ଚାୟତ – ୧୦ଗୋଟି ଗଠିତ  ଯୁବକ ସଂଘ ମଧ୍ୟରୁ ମାତ୍ର ତିନୋଟି ଯୁବକ ସଂଘ  ପାଳିଲେ ବନମହୋତ୍ସବ 

Sunil Chandra Nayak

ମଧୁ ମିତା ମିଶ୍ର ଙ୍କ କବିତା/ ପ୍ରହରୀ

Sunil Chandra Nayak

ଦାବି ହାସଲ ପାଇଁ ଐକ୍ୟବଦ୍ଧ ସଂଗ୍ରାମ ର ଆବଶ୍ୟକତା ରହିଛି : ବିଷ୍ଣୁ ମହାନ୍ତି 

Leave a Comment

error: Content is protected !!