ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଣ୍ଡିଆ ଖାବରା ବୃଦ୍ଧାଂକୁ ସହାୟତା ହାତ ବଢ଼ାଇଲେ ବିଜେଡି ଜୋନାଲ ନେତା ସୌମିକ ଦାସକାନୁନଗୋ

 ମୟୂରଭଞ୍ଜ ୧୬/୦୯/୨୨(ମସିହା) ରାଇରଙ୍ଗପୁର ପୌରାଞ୍ଚଳ ସନ୍ନିକଟ ୧୩ ନମ୍ବର ଓ୍ବାର୍ଡର ଝୁମୁଡିସାହି ଜଙ୍ଗଲ ପାଖରେ ଖଣ୍ଡିଆ ଖାବରା ହୋଇ ଜଣେ ବୃଦ୍ଧା ଖବର ସମାଜସେବୀ ଦିପ୍ତୀମାନ ବଳ(ପିଙ୍କୁ) ଖବର ପାଇଥିଲେ ।ସେ ରାଇରଙ୍ଗପୁର ଅଂଚଳର ବାଲେଶ୍ଵର ବିଜେଡି ଯୁବ ଜୋନାଲ ସଂପାଦକ ସୌମିକଙ୍କୁ ଜଣାଇଥିଲେ ।ଭୌତିକ ୧୩ ନମ୍ବର ଓ୍ବାର୍ଡର କାଉନସିଲର ଧୀରା ଵେଶ୍ରା ଙ୍କ ସହ ଯୋଗାଯୋଗ କରି ଆମ୍ବୁଲାନ୍ସ ନେଇ ଜଙ୍ଗଲ ଭିତରୁ ବୃଦ୍ଧାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ । ଆହତ ବୃଦ୍ଧାଙ୍କ ନାମ ସାଲୋହୋ ବେହେରା,ପୁରୁଣାପାଣି ପଞ୍ଚାୟତର ପୋଖରୀଢିପା ଗାଁ ।ସୌମିକଦାସ କାନୁନଗୋଙ୍କ ସମାଜସେବା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଲଡୁଗାଁ ଦୁର୍ଗାପୂଜା ଦ୍ଵିତୀୟ ସାଂସ୍କୃତିକ ସନ୍ଧ୍ୟାରେ ଯୋଗଦେଲେ ନବରଙ୍ଗପୁର ସାଂସଦ ଓ ବିଧାୟକ

Sunil Chandra Nayak

ଏକତା ଗୃପର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବଂଧୁମିଳନ

ରେଙ୍ଗାଭାଟି ରେ ଗୁଳି କରି ହତ୍ୟା ଉଦ୍ୟମ

Sunil Chandra Nayak

Leave a Comment

error: Content is protected !!