ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଣ୍ଡିଆ ଖାବରା ବୃଦ୍ଧାଂକୁ ସହାୟତା ହାତ ବଢ଼ାଇଲେ ବିଜେଡି ଜୋନାଲ ନେତା ସୌମିକ ଦାସକାନୁନଗୋ

 ମୟୂରଭଞ୍ଜ ୧୬/୦୯/୨୨(ମସିହା) ରାଇରଙ୍ଗପୁର ପୌରାଞ୍ଚଳ ସନ୍ନିକଟ ୧୩ ନମ୍ବର ଓ୍ବାର୍ଡର ଝୁମୁଡିସାହି ଜଙ୍ଗଲ ପାଖରେ ଖଣ୍ଡିଆ ଖାବରା ହୋଇ ଜଣେ ବୃଦ୍ଧା ଖବର ସମାଜସେବୀ ଦିପ୍ତୀମାନ ବଳ(ପିଙ୍କୁ) ଖବର ପାଇଥିଲେ ।ସେ ରାଇରଙ୍ଗପୁର ଅଂଚଳର ବାଲେଶ୍ଵର ବିଜେଡି ଯୁବ ଜୋନାଲ ସଂପାଦକ ସୌମିକଙ୍କୁ ଜଣାଇଥିଲେ ।ଭୌତିକ ୧୩ ନମ୍ବର ଓ୍ବାର୍ଡର କାଉନସିଲର ଧୀରା ଵେଶ୍ରା ଙ୍କ ସହ ଯୋଗାଯୋଗ କରି ଆମ୍ବୁଲାନ୍ସ ନେଇ ଜଙ୍ଗଲ ଭିତରୁ ବୃଦ୍ଧାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ । ଆହତ ବୃଦ୍ଧାଙ୍କ ନାମ ସାଲୋହୋ ବେହେରା,ପୁରୁଣାପାଣି ପଞ୍ଚାୟତର ପୋଖରୀଢିପା ଗାଁ ।ସୌମିକଦାସ କାନୁନଗୋଙ୍କ ସମାଜସେବା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କୋକସରା କଲେଜରେ ବାଳିକା ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

Sunil Chandra Nayak

କୋକସରା ବ୍ଲକ ୧୦ ଟି ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ୧୪୧୮ ଛାତ୍ରଛାତ୍ରୀ

Sunil Chandra Nayak

ଘନେଇଲା ଜିଲ୍ଲାପରିଷଦ ସଭ୍ୟ ଓ ପିଡି ଙ୍କ ବିବାଦ – ଉଭୟଙ୍କ ନାମରେ ମାମଲା ରୁଜୁ

Sunil Chandra Nayak

Leave a Comment

error: Content is protected !!