ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଜ୍ରପାତରେ ଵୃଦ୍ଧା ଗୁରୁତର

ପାପଡାହାଣ୍ଡି,18/9, ମନିସ –– ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତ ହିର୍ଲି ଗ୍ରାମରେ ରବିବାର ବଜ୍ରପାତରେ ଜଣେ ଵୃଦ୍ଧା ଗୁରୁତର ହୋଇଛନ୍ତି | ତାଙ୍କ ନାମ ଉଲ୍ଲାସୀ ପୂଜାରୀ | ଅପରାହ୍ନରେ ଅଞ୍ଚଳରେ ଘଡ ଘଡି ସହ ବର୍ଷା ପବନ ହୋଇଥିଲା | ଏହି ସମୟରେ ଉଲ୍ଲାସି ଘର ଅଗଣାରେ ବାହାରିଥିବା ସମୟରେ ନିକଟସ୍ତ ଆମ୍ବ ଗଛରେ ଉପରେ ବଜ୍ର ପାତ ହୋଇଥିଲା | ଏଥିରେ ସେ ଅଚେତ ହୋଇପଡ଼ିଥିଲେ | ପରିବାର ଲୋକେ ଉଦ୍ଧାର କରି ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ |. ବର୍ତମାନ ତାଙ୍କର ଅବସ୍ଥା ସ୍ଥିର ଥିବା ଜଣାପଡିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ

Related posts

ଦ୍ରୌପଦୀ ମୁର୍ମୁ ଙ୍କ ବିଜୟୀ ପାଇଁ ବିଜେପି ର ପୂଜାର୍ଚନା

Sunil Chandra Nayak

ଆତକିର୍ ଲିଙ୍ଗୁଏଷ୍ଟିକ ଆଣ୍ଡ କଲଚୁରାଲ୍ , ସାନ୍ତାଳୀ ଜୋର୍ଣାଲିଷ୍ଟ ଏବଂ ମାଝୀ ପାର୍ଗାନାଙ୍କ ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ କାର୍ଯ୍ୟକ୍ରମ

Sunil Chandra Nayak

ଲଗାଣ ବର୍ଷା ରେ ଭାଙ୍ଗିଲା ଘର, ବେସାହାରା ହେଲେ ଦୁଇ ପରିବାର

Sunil Chandra Nayak

Leave a Comment

error: Content is protected !!