ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାବାଳିକାର ଆତ୍ମହତ୍ୟା 

ପାପଡାହାଣ୍ଡି,28/7–ପାପଡାହାଣ୍ଡି ବ୍ଲକ ଚରାମୂଳା ଗ୍ରାମର ଜଣେ ନାବାଳିକା ଆତ୍ମହତ୍ୟା ଉଦ୍ୟମ କରି ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ବରଣ କରିଛି | ତାଙ୍କ ନାମ ଅସ୍ମିତା ହରିଜନ | ବୁଧବାର ଅପରାହ୍ନରେ ଅସ୍ମିତା କଣ ବିଷ ଜାତୀୟ ଖାଦ୍ୟ ଖାଇ ଗୁରୁତ୍ତର ହୋଇଥିଲେ | ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ଗୁରୁବାର ପରେ ମୃତ୍ୟୁ ହୋଇଥିଲା | ଝିଅର କାକା ଚୈତନ୍ୟ ହରିଜନ ଏତଲା ଦେବା ପରେ ପାପଡାହାଣ୍ଡି ପୋଲିସ ପହଂଚି କେସ ନମ୍ବର 9/22ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ଶବ ବ୍ୟାବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି |

ପାପଡାହାଣ୍ଡିରୁ ସ୍ବପ୍ନଜିତ ପଟନାୟକ |

Related posts

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତ୍ୟୁ

Sunil Chandra Nayak

ଜୀସାର୍ଥକ ର ନୂଆ ଓଡିଆ ଚଳଚ୍ଚିତ୍ର “ଅଳ୍ପ ଦିନର‌ ଗଳ୍ପ ଆମର ” ଅଡିଓ ଲୋକାର୍ପିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!