ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ଵକର୍ମାଙ୍କ ଭଷାଣୀ ଉତ୍ସବରେ ସାହି ଝିଅ ବୋହୁ ନାଚିଲେ

ନବରଙ୍ଗପୁର –ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲଜ ଭେଲୁଆଗୁଡା ନୁଆଗୁଡାରେ ଗଙ୍ଗା ମହାରଣା ଙ୍କ ଘର ପାଖରେ ପୁଜା ପାଉ ଥିବା ବିଶ୍ଵକର୍ମାଙ୍କ ମ୍ରୁଣ୍ମୟ ମୁର୍ତ୍ତୀ ଆଜି ଭଷାଣୀ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି।ଏହି ଭଷାଣୀ ଉତ୍ସବ ଉକ୍ତ ସାହିରୁ ବାହାରିବାକ୍ଷଣି କି ପୁଅ,ଝିଅ,ଯୁବକ, ଯୁବତୀ,ବୋହୁ ମାନେ ମନଆନନ୍ଦରେ ପ୍ରଭୁ ବିଶ୍ଵକର୍ମାଙ୍କୁ ମେଲାଣୀ ଦେଇଥିଲେ। ଏପରିକି ମନ ଆନନ୍ଦରେ ପୁଜକ ଶିଶିର କୁମାର ପାତ୍ର ମଧ୍ଯ ନାଚି ନାଚି ପ୍ରଭୁ ଙ୍କୁ ମେଲଣୀ ଦେଇ ଥିଲେ।ଗତକାଲି ମୁଶଳ ଧାରାରେ ବର୍ଷା ହେଉଥିଲେ ହେଁ  ନାଚି ଭଷାଣୀ ଉତ୍ସବ ସମ୍ପନ୍ନ କରିଥିଲେ।ସେହିପରି ଆଜି ଭେଲୁଆଗୁଡା ନୁଆଗୁଡାର ଭଷାଣୀ ଉତ୍ସବ ତଦନୁଯାୟୀ ସମ୍ପନ୍ନ ହୋଇ ଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଆର୍‌ପିଏର ଦୁଇ ଦିନିଆ ତାଲିମ ଶିବିର ଉଦଯାପିତ

Sunil Chandra Nayak

ମାଟି ଗାଁ ପ୍ରେମୀୟର ଲିଗ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ତରଂଜା ଚାମ୍ପିଅନ

Sunil Chandra Nayak

ଜୁନାଗଡ ରେ ହନୁମାନ ଜୟନ୍ତୀ ରେ ବିଶାଳ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!