ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ଜୟ ମା ଅମ୍ୱେ 

ଜୟ ମା ଅମ୍ୱେ 

ସିଂହ ପୃଷ୍ଠେ ବିଜେ କରନ୍ତି ବିରଜା
କ୍ଷୁଧା ମୂଖି ଜ୍ଵାଳା ମୂଖି
ଅସ୍ତ୍ର ଶସ୍ତ୍ର ଧରି ଘୋର ନାଦକରି
ଆସିଛନ୍ତି ବିସାଳାଖି
କରିବେ ସଂହାର କମ୍ପେ ତିନିପୁର
ଲହ ଲହ ଜିହ୍ୱା ମେଲି
ଦୃଷ୍ଟ ବିନାସିଣ ସନ୍ଥ ସ୍ଥାନ ଦେବେ
କରୁଣା ଭଣ୍ଡାର ଖୋଲି
ମାନସ ରୁପିଣୀ ଦାନବ ଘାତିନୀ
ସର୍ଵ ସସ୍ତ୍ରେ ସୁଶୋଭିତା
ସିଂହ ବାହାନରେ ବିଜୟ କରନ୍ତି
ଜଗତ କଲ୍ୟାଣୀ ମାତା
ଅମ୍ବିକା ଭବାନୀ ଋଦ୍ରାଣୀ ଶିବାନୀ
ମଂଗଳ କାରିଣୀ ମାଆ
କରୁଛୁ ବନ୍ଦନା ଅଧମ ସନ୍ତାନ
କରନ୍ତୁ ମାତା ସୁଦୟା
କରନ୍ତୁ ମାତା ସୁଦୟା

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ 

Related posts

ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୬ତମ ବାର୍ଷିକୋତ୍ସବ ଅନୁଷ୍ଠିତ

Sunil Chandra Nayak

ଆଞ୍ଚଳିକ ବ୍ରାହ୍ମଣ ସମିତି ତରଫରୁ ପଞ୍ଚାୟତ ସ୍ତରୀୟ କମିଟି ଗଠିତ

Sunil Chandra Nayak

ତିରିଂଥାନା; ଜିରେଇ ଗ୍ରାମ ନିକଟ ବାରୁଡୁଙ୍ଗୁରି ପଡ଼ିଆରେ ଯୁବତୀଙ୍କ ମୃତଦେହ ପୋଲିସ୍ ଦ୍ବାରା ଉଦ୍ଧାର

Leave a Comment

error: Content is protected !!