ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ଜୟ ମା ଅମ୍ୱେ 

ଜୟ ମା ଅମ୍ୱେ 

ସିଂହ ପୃଷ୍ଠେ ବିଜେ କରନ୍ତି ବିରଜା
କ୍ଷୁଧା ମୂଖି ଜ୍ଵାଳା ମୂଖି
ଅସ୍ତ୍ର ଶସ୍ତ୍ର ଧରି ଘୋର ନାଦକରି
ଆସିଛନ୍ତି ବିସାଳାଖି
କରିବେ ସଂହାର କମ୍ପେ ତିନିପୁର
ଲହ ଲହ ଜିହ୍ୱା ମେଲି
ଦୃଷ୍ଟ ବିନାସିଣ ସନ୍ଥ ସ୍ଥାନ ଦେବେ
କରୁଣା ଭଣ୍ଡାର ଖୋଲି
ମାନସ ରୁପିଣୀ ଦାନବ ଘାତିନୀ
ସର୍ଵ ସସ୍ତ୍ରେ ସୁଶୋଭିତା
ସିଂହ ବାହାନରେ ବିଜୟ କରନ୍ତି
ଜଗତ କଲ୍ୟାଣୀ ମାତା
ଅମ୍ବିକା ଭବାନୀ ଋଦ୍ରାଣୀ ଶିବାନୀ
ମଂଗଳ କାରିଣୀ ମାଆ
କରୁଛୁ ବନ୍ଦନା ଅଧମ ସନ୍ତାନ
କରନ୍ତୁ ମାତା ସୁଦୟା
କରନ୍ତୁ ମାତା ସୁଦୟା

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ 

Related posts

ଚିଲିଗୁଡା ସି ଏ ଚ ସି ରେ ଅଳ୍ପ ବର୍ଷାରେ ସରକାରୀ ଘର ଛାତରୁ ଝରୁଛି ପାଣି , କର୍ମଚାରୀ ଚିନ୍ତାରେ

Sunil Chandra Nayak

ମଣଦାରେ କାଳବୈଶାଖୀ ବଜ୍ରପାତରେ ଅକାଳରେ ମହିଳା ସମେତ ଦୁଇଜଣଙ୍କର ଗଲା ପ୍ରାଣ

Sunil Chandra Nayak

ମଣ୍ଡାଠାକୁରା ଗ୍ରାମରେ ୨୩ ତମ ସାର୍ବଜନୀନ ଲକ୍ଷ୍ମୀପୂଜା

Sunil Chandra Nayak

Leave a Comment

error: Content is protected !!