ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ପାର୍ବଣେ ନବଦୁର୍ଗା 

ପାର୍ବଣେ ନବଦୁର୍ଗା 

 
ଶରତ ଋତୁର କାଶତଣ୍ଡୀ ଫୁଲେ 
ମାଆଙ୍କର ଆଗମନ
ପାର୍ବଣେ ନବଦୁର୍ଗାଙ୍କୁ ପାଇ ମିଳେ 
ଉଲ୍ଲାସିତ ଏ ଜୀବନ ।।
ଭିନ୍ନ ଭିନ୍ନ ନାମେ ମାଆ ପରିଚିତ 
ଭକତଙ୍କ ପାଖେ ସିଏ 
ଦୁର୍ଗତି ନାଶି ଯିଏ ସୁଖ ବାଣ୍ଟି ଦିଏ 
ନବଦୁର୍ଗା ଆଉ କିଏ ??
ପାର୍ବଣେ ନବଦୁର୍ଗାଙ୍କ ଆରଧନା 
ଜଗତେ ମିଳଇ ମୁକ୍ତି 
ଦୁଷ୍ଟଙ୍କୁ ନାଶି ଧରମ ପ୍ରତିଷ୍ଠାରେ 
ଭକତଙ୍କୁ ମିଳେ ଶାନ୍ତି ।।
       

ନିକୁଞ୍ଜ କୁମାର ଘୋଷ 

ସା-ମାଧବପୁର ପୋ-ଲକ୍ଷ୍ମଣନାଥ
 ଥାନା-ଜଳେଶ୍ୱର ଜିଲ୍ଲା-ବାଲେଶ୍ବର ଓଡିଶା ପିନ୍-756032 

Related posts

ନୂଆପଡ଼ା – ପୁସ୍ତକ ଲୋକାର୍ପଣ ସମାରୋହ

ବାଲେଶ୍ବର – ବୃକ୍ଷରେପଣ କଲେ ସମାଜସେବୀ

ଗାଡି ସାଇଡ ଦିଆକୁ ନେଇ ଗଣ୍ଡଗୋଳ, ଜଣେ ଗୁରୁତର ଥାନାରେ ମାମଲା

Sunil Chandra Nayak

Leave a Comment

error: Content is protected !!