ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତନୁ ବାରିକ ଙ୍କ ଆକସ୍ମିକ ମୃତ୍ୟୁ,ଚାଞ୍ଚେର ରେ ଚହଳ

ଉତ୍କେଲା,୧୨/୧୧ କେସିଙ୍ଗା ଥାନା ଚାଞ୍ଚେର ଗ୍ରାମପଞ୍ଚାୟତ ର ତନୁ ବାରିକ(୫୬) ମେନରୋଡ ଉପରେ ତାଙ୍କରି ସେଲୁନ ଦୋକାନ। ଗତକାଲି ମଙ୍ଗଳବାର ଦିନ ସେଲୁନ ରେ କାମସାରି ଘରକୁ ଫେରୁଥିବା ସମୟରେ ଢାବା ରାସ୍ତା ଉପରେ ଥିବା କେନାଲ ହୁଡାରେ ଭାରସାମ୍ୟ ହରାଇ ନାଳରେ ପଡି ଯାଇଥିଲେ। ପାଖରେ ଥିବା କେତେକ ଲୋକ ତାଙ୍କୁ ଉଠାଇ ଘର ଲୋକଙ୍କୁ ଖବର ଜଣାଇ ତୁରନ୍ତ ଅମ୍ବୁଲେନସ୍ ଯୋଗେ ଭବାନୀପାଟଣା ଡାକ୍ତରଖାନା କୁ ନେଇଥିବା ବେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କରି ଦୁଇ ପୁଅ ଓ ସ୍ତ୍ରୀ ରହିଥିବା ବେଲେ ବଡପୁଅ ସରୋଜ ବାରିକ ମୁଖାଗ୍ନି ଦେଇଛନ୍ତି। ତାଙ୍କରି ଆକସ୍ମିକ ମୃତ୍ୟୁ ରେ ଅଞ୍ଚଳର ଲୋକ ତଥା ବାରିକ ସମାଜ ଶୋକ ପ୍ରକାଶ କରିଛନ୍ତି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଖ୍ରୀଷ୍ଟୀୟ।ନ ସମ।ଜର ସଭା ଅନୁଷ୍ଠିତ

Sunil Chandra Nayak

ଚନ୍ଦାହାଣ୍ଡି ରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ତୁଣ୍ଡୀ ବନ୍ଧା ବର

Leave a Comment

error: Content is protected !!