ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପରଲୋକରେ ୮୨ ବର୍ଷ ବୟସର ବୃଦ୍ଧା

ବାଲେଶ୍ଵର,୧୭/୧୦/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସୁଣ୍ଢିରା-ଗଣ୍ଡିବେଡ ପଞ୍ଚାୟତର ପୂର୍ବପଡା ଗ୍ରାମର ମଦନମୋହନ ଲେଙ୍କାଙ୍କ ସ୍ତ୍ରୀ ଲକ୍ଷ୍ମୀମଣୀ ଲେଙ୍କାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କର ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ରୋଗରେ ପୀଡିତ ଥିଲେ । ଆଜି ଅର୍ଥାତ ତା ୧୭/୧୦/୨୦୨୦ ରିଖ ସୋମବାର ଅପରାହ୍ନ ଘ୧୨/୩୦ମି. ସମୟରେ ପରିବାର ବର୍ଗଙ୍କୁ ଛାଡି ଚାଲିଗଲେ । ତାଙ୍କର ୫ ପୁତ୍ର ଓ ପୁତ୍ରବୋହୂ, ନାତି ନାତୁଣୀ, ନାତୁଣୀ ଜ୍ବାଇଁ, ଝିଅ, ପରିବାର ଲୋକ ମୃତ୍ୟୁଶର୍ଯ୍ଯା ନିକଟରେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ଏଥିସହିତ ବଡ ପୁତ୍ର ବସନ୍ତ କୁମାର ଲେଙ୍କା, ମଝିଆ ପୁତ୍ର ମାନସ କୁମାର ଲେଙ୍କା, ନାତୁଣୀ ଜ୍ବାଇଁ ରାଜୀବ କୁମାର ଦାସ ଉପସ୍ଥିତ ଥିଲେ । ଖବରପାଇ ଶେଷ ଦର୍ଶନ ପାଇଁ ପାଖ ପଡୋଶୀ ମାନଙ୍କର ଗହଳ ଲାଗିଥିଲା । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ସ୍ନେହୀ, ମେଳାପୀ ପ୍ରକୃତିର ଲୋକ ଥିବାରୁ ସଂପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେହେରା ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ତେରେସିଂହାରେ ନୂଆଁଖାଇ ଭେଟଘାଟ୍ ୨୦୨୨ ପାଳିତ 

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!