ଗୋଲାମୁଣ୍ଡା – ଚଳିତ୨୦୨୨ମସିହା ରତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ପତ୍ର ଦାଖଲ କରିବାର ଆଜି ହେଉଛି ଅନ୍ତିମ ଦିବସ, ଶେଷ ଦିବସ ହୋଇ ଥିଲେହିଁ କୋରନାର ନୀତି ନିୟମ ଅନୁଯାୟୀ ଆଗ୍ରହ ପ୍ରକାଶ ପାଇଛି,ଏବଂ ନିଜ ନିଜର ପ୍ରସ୍ତାବଓ ସମର୍ଥକ ଙ୍କୁ ନେଇନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଚିଚିଆ ପଞ୍ଚାୟତ ପକ୍ଷରୁ ସମିତି ସଭ୍ୟ ଭାବେ ଅଂଚଳର ସମାଜ ସେବୀ, ଅବସର ଶିକ୍ଷକ, ଶ୍ରୀ ରାମକୁମାର ସେନାପତି ମଧ୍ୟ ତାଙ୍କର ପ୍ରସ୍ତାବ କାରୀ ସଦାସେନାପତି ଓ ଡିଙ୍ଗର ସେନାପତି ଙ୍କସହିତ ଗୋଳାମୁଣ୍ଡା ବ୍ଲକ ରେ ନାମାଙ୍କନ ପତ୍ର ଦାଖଲ କରିଥିଲେ,ଉକ୍ତ ନାମାଙ୍କନ ପତ୍ର କୁ ବିଡିଓ ସିଂହଧାରାଣୀ ପଧାନ, ସମାଜ ମଙ୍ଗଳ ଅଧିକାରୀ ତ୍ରିଲୋଚନ ନାଇକ ପ୍ରମୁଖ ତର୍ଜମା କରି ଥିଲେ, ଏବଂ ବହୁ ସଂଖ୍ୟକ ଭାବେ ସମର୍ଥନ କରୁଥିବାଲୋକ ନାମାଙ୍କନ ଦିନରେ ଆସିବା ଥିଲେହିଁ କୋରନା ପାଇଁ ସ୍ଥକିତ ରଖାଗଲାବୋଲିକହିଛନ୍ତି,ଶ୍ରୀ ସେନାପତି ଗୋଳାମୁଣ୍ଡା ବ୍ଲକର ଡମ୍ବ ସମାଜବିକାଶ ପରିଷଦର ସଭାପତି ଭାବେ ଥିବାରୁ ଅନେକ ବୃଦ୍ଧ ବୃଦ୍ଧା,ବାର୍ଦ୍ଧକ୍ୟ ନିରୀହ ଗରିବଙ୍କୁ ସେବା କାର୍ଯ୍ୟକ୍ରମ କରି ଥିବାରୁ ପଞ୍ଚାୟତର ଜନସାଧାରଣ ନିର୍ବାଚନରେ ବହୁ ସଂଖ୍ୟକ ଭାବେ ମତ ଦାନ ଥିବାରୁ ଅନ୍ତିମ ଦିବସ ଅବସରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି,ଯଦିଓ ଚଳିତ ନିର୍ବାଚନରେ ସମିତି ସଭ୍ୟ ଭାବେ ବିଜୟ ହାସଲ ହୋଏ ତେବେ ମୁଖ୍ୟ ତୋ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସରକାରୀ ଆବସ ଗୃହ, ରାସନକାର୍ଡ଼, ବାର୍ଦ୍ଧକ୍ୟ ଭତ୍ତା, ଚାଷୀ ଙ୍କ ସମସ୍ୟା,ବିଜୁଳିର ସମସ୍ୟା ଦୂରୀକରଣ, ରାସ୍ତା ଉପରେ, ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିବଦ୍ଧତା ବୋଲି ପ୍ରକାଶ କରିଛନ୍ତି,
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,,