ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁଜରାଟ ଓ ଦକ୍ଷିଣ କୋରିଆ ଦୁର୍ଘଟଣାରେ ମୃତଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

ମ.ରାମପୁର,୦୨/୧୧(ମସୀହା): ଗୁଜରାଟ ର ମୋରବି ଝୁଲା ପୋଲ ଭୁଷୁଡି ଆକସ୍ମିକ ଭାବରେ ଶତାଧିକ ଲୋକଙ୍କ ଅକାଳ ଦୁଃଖଦ ମୃତ୍ୟୁ ଘଟଣା ଓ ଦକ୍ଷିଣ କୋରିଆରେ ଦୁର୍ଘଟଣାରେ ମୃତକଙ୍କ ପାଇଁ ସ୍ବେଚ୍ଛସେବୀ ଅନୁଷ୍ଠାନ ସେବାଜଗତ ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାମୁହିକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା l ମହମ୍ ଜଳାଇ ଦୁଇ ମିନିଟ ଅମର ଆତ୍ମାର ସଦଗତି ପାଇଁ ନିରବ ପର୍ଥାନା କରାଯାଇଥିଲା l ଏଥିରେ ସ୍ଥାନୀୟ ଜନତା ଓ ସେବା ଜଗତ ଅନୁଷ୍ଠାନ ର କର୍ମୀ ସାମିଲ ରହିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ରିପୋର୍ଟ l

 

Related posts

ମା’ ଚଣ୍ଡିମାତାଙ୍କ ସ୍ବାଗତ ଗେଟ୍ ର ଶୁଭ ପୂଜନ କଲେ ବିଧାୟକ

Sunil Chandra Nayak

ଜଣା ଅଜଣା..ସୃଷ୍ଟିର ସମ୍ଭାର, ଏଗାର କେଜିଆ ଫୁଲ ଓ ଇଞ୍ଚେ ବହଳ ପାଖୁଡ଼ା

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା ଶୀତ ଆସିଛି

Sunil Chandra Nayak

Leave a Comment

error: Content is protected !!