ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋବାଇଲ ଫୋନ୍ ପାଇଁ ଜୀବନ ଗଲା   

     ରାଇଘର-: ନବରଙ୍ଗପୁର ଜିଲା ରାଇଘର ବ୍ଲକ ଗୋନା ପଂଚାୟତ ର ଭାରସୁଣ୍ଡି ଗ୍ରାମର ୧୪ ବର୍ଷ ର  ନାବାଳକ ମୋବାଇଲ ଫୋନ୍ ପାଇଁ ଜୀବନ ହରେଇ ଥିବା ଜଣାପଡିଛି l ଭାରସୁଣ୍ଡି ଗ୍ରାମର ବିଶ୍ୱଜିତ ମିର୍ଦ୍ଧା ରାଇଘର ବଜାର ଉପରେ ଏକ ମୋବାଇଲ ଦୋକାନ କରିଥିଲେ l ଚଳିତ ବର୍ଷ ବିଶ୍ୱଜିତ ନିଜ ଦୋକାନ ରେ ରାଖୀ ବିକ୍ରୟ କରୁଥିଲେ l ବାପା ଙ୍କୁ ଦୋକାନ ରେ ସହଯୋଗ କରିବା ପାଇଁ ଗୁରୁବାର ଦୋକାନ କୁ ଆସିଥିଲେ ରାତି ଘରକୁ ଯିବା ସମୟରେ ପୁଅ ସୁମିତ ମିର୍ଦ୍ଧା (୧୪) ଦୋକାନ ରୁ ଗେମ୍ ଖେଳିବା ପାଇଁ ବାପାଙ୍କୁ ନୋ କହି ମୋବାଇଲ ନେଇଯାଇଥିଲେ l ଘରେ ମା ଜାଣିପାରି ପୁଅ ସୁମିତ କୁ ବାପାଙ୍କୁ କହି କି ଅନିଚ୍ଛୁ କି କହିଥିଲେ l ଶୁକ୍ରବାର ସକାଳେ ବାପା ବିଶ୍ୱଜିତ ଜାଣିପାରି ଥିବେ ଭାବି ନିଜ ଗାଧୁଆ ଘରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପରିବାରବର୍ଗ ଜାଣି ଗାଧୁଆ ଘରେ ପଶି ପୁଅ ଉଦାର କରି ରାଇଘର ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର କୁ ଆଣିଥିଲେ l ଚିକିସ୍ସାଳୟ ରେ ସୁମିତ ଙ୍କ ଜୀବନ ଯାଇଥିବା ଜଣାପଡିଛି l ଖବର ପାଇ ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବେବଛେଦ ପରେ ଅପମୃତ ମାମଲା ୫୫/୨୨ ଋଜୁ କରି ଘଟଣା ର ତଦନ୍ତ କରୁଥିବା ଜଣାପଡ଼ିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ଟ୍ରାକଟର ଓ କାର ଧକ୍କା ରେ କାର ଜଳିଗଲା

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦୁଇ ଦିବସୀୟ ସମାରୋହରେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ ଏବଂ ରାଜ୍ୟ ମହିଳା, ଶିଶୁ ବିକାଶ ଏବଂମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଯୋଗଦାନ

Sunil Chandra Nayak

ଖଡ଼ିଆଳ ତହସିଲ କାର୍ଯ୍ୟାଳୟ ର ଡିଇଓ ଭିଜଲାନ୍ସ ଜାଲରେ ଧରା ପଡିଲେ

Sunil Chandra Nayak

Leave a Comment

error: Content is protected !!