ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଜନତା ଦଳର ଜନ ସଂର୍ପକ ପଦଯାତ୍ରା

ଉତ୍କେଲା,୦୨/୧୧, ମ ନି ସ/, ଭବାନୀପାଟଣା ନିର୍ବାଚନ ମଣ୍ଡଳୀ କେସିଙ୍ଗା ବ୍ଲକ ଅନ୍ତର୍ଗତ ଜୋନ ନଂ ୨ ରେ ଜନ ସଂପର୍କ ପଦଯାତ୍ରା ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଦ ଯାତ୍ରାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ପୂର୍ବତନ ବିଧାୟକ ଶ୍ରୀ ଦୁଷ୍ମନ୍ତ ନାଏକ, ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଲଳିତା ନାଏକ,ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଶ୍ରୀ ଭବାନୀ ଶଙ୍କର ମିଶ୍ର, କେସିଙ୍ଗା ବ୍ଳକ ଅଧ୍ୟକ୍ଷ ଶ୍ରୀ ଚନ୍ଦନ ସେନାପତି, ଏନ.ଏ.ସି ଅଧ୍ୟକ୍ଷ ଶ୍ରୀ ନୃପରାଜ ଯାଦବ,ରାଜ୍ୟ ପରିଷଦ ସଦସ୍ୟ ଶ୍ରୀ ଭବାନୀ ନିଆଲ,ପୂର୍ବତନ ବିଧାୟକ ଶ୍ରୀ ଅନାମ ନାଏକ,ବରିଷ୍ଠ ଜିଲ୍ଲା ଉପ ସଭାପତି ଶ୍ରୀ ପ୍ରଦୀପ ମୁଣ୍ଡ ମହୋଦୟ ,ଜିଲ୍ଲା ଉପ ସଭାପତି ଶ୍ରୀ ଜିତେନ୍ଦ୍ର ମହାନ୍ତି ମହୋଦୟ , ଜିଲ୍ଲା ଯୁବ ସଭାପତି ଶ୍ରୀ ଆଦିତ୍ୟ ନନ୍ଦ, ନଗର ସଭାପତି ଶ୍ରୀ ଧବଳେଶ୍ବର ମହାପାତ୍ର,୦୨ ନଂ ଯୋନ ଜିଲା ପରିଷଦ ସଭ୍ୟ ଶ୍ରୀ ନରୋତ୍ତମ ଭାଟି, ୩ ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସୁନିତା ଶବର,କେସିଙ୍ଗା ଏନ,ଏ,ସି ସଭ୍ୟ ଏବଂ ସଭ୍ୟା ,ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ସଦର ବ୍ଲକ ସଭାପତି, କେସିଙ୍ଗା ବ୍ଲକ ସଭାପତି, ପଞ୍ଚାୟତ ସଭାପତି, ଏବଂ ବିଜୁ ଜନତା ଦଳର ସମସ୍ତ ନେତୃ ମଣ୍ଡଳୀ ଓ ଶତାଧିକ ମହିଳା ଉପସ୍ଥିତ ରହି ଜନ ସଂପର୍କ ପଦଯାତ୍ରା କୁ ସଫଳ କରିଥିଲେ ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଅପେକ୍ଷା

ଭବାନୀପାଟଣା ଅର୍କାବାହାଲିପଡା ଛକରେ ହନୁମାନଙ୍କ ମନ୍ଦିର ଓ ବିଗ୍ରହ ସ୍ଥାପନ ଓ ପ୍ରତିଷ୍ଠା କାର୍ଯ୍ଯ ଅନୁଷ୍ଠିତ

ରାଜ୍ୟର ୧ କୋଟି ୬୮ ଲକ୍ଷ ପିଲାଙ୍କୁ ଦିଆଯିବ କୃମିନାଶକ ମେଡିସିନ୍… ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

Sunil Chandra Nayak

Leave a Comment

error: Content is protected !!