ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଣ୍ଡୁଆ ଠାରେ ସମ୍ବିଧାନ ଦିବସ ପାଳିତ

ଢେ଼ଙ୍କାନାଳ (ମ.ନି.ସ.)ଗତକାଲି ତା ୨୬/୧୧ /୨୨ ରିଖ ରେ ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ଆନୁକୂଲ୍ୟରେ ପଣ୍ଡୁଆ ଠାରେ ସମ୍ବିଧାନ ଦିବସ ପାଳନ କରାଯାଇଅଛି lଏଥିରେ ଲୋକମାନଙ୍କୁ ଭାରତୀୟ ସମ୍ବିଧାନ ର ଅଭିମୁଖ୍ୟ, କାର୍ଯ୍ୟକାରିତାଓ କିପରି ସଫଳ ରୂପାୟନ ହୋଇପାରିବ ସେ ବିଷୟରେ ବୁଝେଇବା ସହିତ ଶପଥ ପାଠ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ଜିଲ୍ଲା ପରିଷଦ ହୃଦାନନ୍ଦ ପରିଡା ପୂର୍ବତନ ସମିତିସଭ୍ୟ ଅଶ୍ୱନୀ ପରିଡା, କୋଟଗରା ଗ୍ରାମପଂଚାୟତ ମହାତ୍ମା ଗାନ୍ଧୀ ଯୁବ ସଂଘ ପଣ୍ଡୁଆ ର ସଭାପତି ଚନ୍ଦନ ନାଏକ ଏବଂ ସଙ୍ଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବେଣୁଧର ସୂତାର ଙ୍କ କବିତା ନୀଳ ନିଶୀଥର ସ୍ଵପ୍ନ

Sunil Chandra Nayak

ମା ସର୍ବମଙ୍ଗଳାଙ୍କ ଛତର ଯାତ୍ରା , ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମା 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!