ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀ ଦୁଃଖୀଶ୍ୟାମ ପାଢୀଙ୍କ ସ୍ମୃତିଚାରଣ ସଭା

ରାଉରକେଲା/ ହମିରପୁର ଅଂଚଳର ଜଣାଶୁଣା ସମାଜସେବୀ ଦୁଃଖୀଶ୍ୟାମ ପାଢୀଙ୍କ ବିୟୋଗରେ ହମିରପୁର ସ୍ଥିତ ସାଇମନ୍ଦିର ଠାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡଃ ପ୍ରଭାତ ମଲ୍ଲିକ, ଡାକ୍ତର କେ କେ ଷଡଙ୍ଗୀ, ମନୋରଞ୍ଜନ ଦାଶ,ଅଜୟ ପୂଜାରୀ, ଜୀବନ ପଟ୍ଟନାୟକ, ଶଙ୍କର ଜେନା,ଦୀନବଂଧୁ ପାଢୀ,କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ସ୍ବର୍ଗତ ପାଢୀଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ସୃତିମଧୁର ଅନୁଷ୍ଠାନ ତରଫରୁ ଭଜନ ପରିବେଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଭୁତି ଭୂଷଣ ପାଢୀ,ଜ୍ୟୋତି ଭୂଷଣ ପାଢୀ, ପ୍ରଣତୀ ପାଢୀ, ଇଶା ପାଢୀ,ଅଙ୍କିତା ପାଢୀ, ଅମ୍ରିତା ପାଢୀ,ପ୍ରତିଭା ପାଢୀ, ହରିଶ୍ଚନ୍ଦ୍ର ପାଢୀ, ବାବୁ ପୁହାଣ, ସୁନିତା ପୁହାଣ,ନଳିନୀ ପାଢୀ, ବିଜୟ ତ୍ରିପାଠୀ,ସୁକାନ୍ତୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନିର୍ବାଚିତ ହେଲେ ଶାଳିଆ ଜଳସେଚନ ପ୍ରକଳ୍ପର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ

Sunil Chandra Nayak

ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ମଧୁବାବୁ ଓ ଆମ୍ବେଦକର ମଣ୍ଡଳ ତରଫରୁ ପାଳିତ 

Sunil Chandra Nayak

ବିଶ୍ବଶ୍ରମିକ ଦିବସ ଉପଲକ୍ଷେ ବେଣୁଧର ସୂତାର ଙ୍କ କବିତା ଜୟ ହେ ଶ୍ରମିକ ଜୟ

Leave a Comment

error: Content is protected !!