ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀ ଙ୍କ ମାତୃ ବିୟୋଗ

ଜୁନାଗଡ଼ ୧୩/୧୨( ମ ନି ସ )  ଜୁନାଗଡ଼ ସହରସ୍ଥିତ ଫତେନଗର ପଡା ର ସମାଜସେବୀ ଉଦୟ ନାଥ ଦାସ ଙ୍କ ମାତା ତିଲ୍ଲୋତ୍ତମା ଦାସ ଙ୍କ ର ଭବାନୀପାଟଣା ମନ୍ଦାର ବଗିଚା ପଡା ରେ ଥିବା ନିଜ ବାସ ଭବନ ରେ ଦେହାନ୍ତ ହୋଇ ଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ୬୯ବର୍ଷ ବୟସ ହୋଇଥିଲା l ସେ ଦୀର୍ଘ ଦିନ ରୁ ପlରାଲିସିସ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟା ଶାୟୀ ଥିଲେ l ମୃତ୍ୟୁ ପରେ ତାଙ୍କୁ ପୁରୀ ଧାମ କୁ ନେଇ ସ୍ଵର୍ଗଦ୍ୱାର ରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା l ବଡ଼ ପୁଅ ଉଦୟ ଦାସ ମୁଖାଗ୍ନି ଦେଇଥିଲେ l ଅନ୍ତିମ ସତ୍କାର ସମୟରେ ପରିବାର ବର୍ଗ ଏବଂ ସମ୍ପର୍କୀୟ ମାନେ ଉପସ୍ଥିତ ରହିଥିଲେ l ସେ ଜଣେ ଧର୍ମ ପରାୟଣl ମହିଳା ଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଙ୍କ କବିତା ଗର୍ବ ଅହଂକାର

ଗଞ୍ଜେଇ ଜବତ ,୩ ଜଣ କୋର୍ଟ ଚାଲାଣ

Sunil Chandra Nayak

ନମ୍ୱର୍ ବିହୀନ କଳାରଙ୍ଗର ମୋଟର ସାଇକେଲ ସହ ଛଅ ପକେଟ୍ ଗଞ୍ଜେଇ ଜବତ

Sunil Chandra Nayak

Leave a Comment

error: Content is protected !!