ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବି ଏ ଚ ଆର୍ ସି ର ହସ୍ତକ୍ଷେପ ଫଳରେ ପଞ୍ଚାୟତି ରାଜ ପାନୀୟ ଜଳ ବିଭାଗ କତ୍ତୃପକ୍ଷ ଙ୍କ ତରଫରୁ ଚିଠି ,  ଆବାସ ଯୋଜନାରେ ସାମିଲ ହେଲେ ଭିନ୍ନକ୍ଷମ ଦୁଇ ଭଉଣୀ

ଗୁହାଳ ଘରେ ବିତୁଛି ଜୀବନ । ଗୁହାଳ ଘରେ ଗୋରୁ ଗାଈଙ୍କ ସହ ଦୁଇ ଭିନ୍ନକ୍ଷମ ଭଉଣୀ ବିତାଉଛନ୍ତି ଜୀବନ । ଏ ଦୃଶ୍ୟ ହେଉଛି ଭଦ୍ରକ ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଅନ୍ତର୍ଗତ ଟିକିତିରା ଗ୍ରାମର ଦୁଇ ଦିବ୍ୟାଙ୍ଗ ଭଉଣୀ ଛବିରାଣୀ ଓ ବୁଲିରାଣୀ ଙ୍କୁ ଆବାସ ଯୋଜନାରେ ଘରଟିଏ ଦେଇ ଅନ୍ତଦୋୟ ଯୋଜନା ରେ ଅନ୍ତର୍ଭୁକ୍ତ କରି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉ ବୋଲି  ବି ଏ ଚ ଆର୍ ସି  ର ଜାତୀୟ କାର୍ଯ୍ୟରତ ସଭାପତି ତଥା ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ ଟ୍ୟୁଇଟ୍ ଓ ଅବଗତ କରାଇଥିଲେ। , ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ଙ୍କ ଟ୍ୟୁଇଟ୍ ପରେ ପ୍ରଶାସନ ଙ୍କ ତରଫରୁ ଚିଠି ଓ ପ୍ରତି ଉତ୍ତର ଆସିଛି ଦୁଇ ଭିନ୍ନକ୍ଷମ ଭଉଣୀ ଙ୍କୁ ଆବାସ ଯୋଜନାରେ ଘର ସହିତ ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବେ ବୋଲି , ଅପେକ୍ଷା ରେ ଦୁଇ ଭିନ୍ନକ୍ଷମ ଭଉଣୀ ଙ୍କୁ କେବେ ମିଳିବ ସରକାରୀ ଯୋଜନା ।

ମସିହା ନିଉଜ ସର୍ଭିସ୍ 

Related posts

୧- ବିପଦ ସଂକୁଳ ଅବସ୍ଥାରେ ରାସ୍ତା ମଝିରେ ଖାଇ , ୨– ରାସ୍ତା ପାର୍ଶ୍ଵରେ ଗାର୍ଡ ୱାଲ ନଥିବାରୁ ମାଟି ଖାଇ ହୋଇ ପିଛୁ ରାସ୍ତା ଖରାପ ହୋଉଛି 

Sunil Chandra Nayak

କୋଏଲ ବିଦ୍ୟାପୀଠ ରେ ଓଡ଼ିଆ ଭାଷା ବିକାଶ ମଞ୍ଚର  କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ 

masiha

ପ୍ରାକ୍ ନିଯୁକ୍ତି ପରାମର୍ଶ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!