ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆଳ ର ଦୈନିକ ଓଡ଼ିଆ ଖବର କାଗଜ ଓଡିଶା ଭାସ୍କର ସାମ୍ବାଦିକ୍ ମନୁ ତାଣ୍ଡି ସ୍ୱର୍ଗବାସ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ପ୍ରତିନିଧି ଓଡିଶା ଭାସ୍କର ସାମ୍ବାଦିକ ମନୁ ତାଣ୍ଡି ଆଉ ନାହାନ୍ତି । ସେ ବହୁ ଦିନରୁ ଅସୁସ୍ଥ ଥିଲେ । ବିଧି ର ବିଧାନ ଆଗରେ ଆମେ ସମସ୍ତେ ନତମସ୍ତକ, ଏ ଦୁନିଆଁ ରଙ୍ଗ ମଞ୍ଚରେ ଅଭିନୟ ସାରି ଦିନେ ସମସ୍ତେ ବାହୁଡ଼ିବା ସୁନିଶ୍ଚିତ। ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ତାଙ୍କର ଅମର ଆତ୍ମା ର ସଦଗତି ଓ ଶାନ୍ତି କାମନା କରୁଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆସିକାରେ ଅନ୍ତଃଜିଲ୍ଲା ‘ବିକ୍ଷିପ୍ତା’ ସାହିତ୍ୟ ସମ୍ମିଳନୀ; ୧୫୦ରୁ ଅଧିକ କବିଙ୍କ ସ୍ୱରଚିତ କବିତା ପାଠ

Sunil Chandra Nayak

୩୯ତମ ବର୍ଷାନ୍ତ ‘ର ସମ୍ମାନ ଘୋଷଣା ଗୀତାରାଣୀ, କାଞ୍ଚନ,ଜ୍ୟୋତି ଓ ପ୍ରଶାନ୍ତ ସମ୍ମାନିତ ହେବେ

masiha

ମୁରିବାହାଲ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ମହୋତ୍ସବ ପାଳନ!

masiha

Leave a Comment

error: Content is protected !!