ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୦ ମିନିଟ୍ ଧରି ମହୁମାଛି ଙ୍କ ଆତଙ୍କ 

କାମାକ୍ଷାନଗର (ମ ନି ସ )୨୯/୧୨_କଳ୍ପନା ଛକ ନିକଟରେ ମଧ୍ୟାହ୍ନ ସମୟରେ ମହୁମାଛି ଆତଙ୍କ ର ଶିକାର ହେଲେ ଚାରି ଜଣରୁ ଅଧିକ ବ୍ୟକ୍ତି l ଦୀର୍ଘ ତିରିଶି ମିନିଟି ପର୍ଯନ୍ତ ମହୁମାଛି ଙ୍କର ଆତଙ୍କ ଦେଖିବାକୁ ମିଳିଥିଲା ବଜାରରେ l ଏହି ଭଳି ଅଭାବନୀୟ ପରିସ୍ଥିତି ଯୋଗୁଁ ଲୋକ ମାନେ ଭୟଭୀତ ହୋଇ ଯାଇଥିଲେ l ଯିବା ଆସିବା ବେଳେ କଲେଜ ଛାତ୍ର ମଧ୍ୟ ବାଦ ପଡ଼ିନାହାନ୍ତି l ଆକ୍ରାନ୍ତ ବ୍ୟକ୍ତି ମାନେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ କାଇମାଟି ଜୁଆଙ୍ଗ ସାହିରେ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ 

Sunil Chandra Nayak

ବର୍ଷା ଜଳରେ ଇନ୍ଦ୍ରାବତୀ ବଜାର ରାସ୍ତା ଓ ଖାତିଗୁଡା ବସ ଷ୍ଟାଣ୍ଡ ସାହି : ସୃଷ୍ଟି ହେଉଛି କୁତ୍ରିମ ପୋଖରୀ । ଦାୟିତ୍ଵ କାହାର ?

masiha

ଡ଼ାବୁଗାଁ ଥାନା ରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!